ବୌଦ୍ଧ ବ୍ଲକରେ ଶିକ୍ଷକଙ୍କ ପଦୋନ୍ନତି

ବୌଦ୍ଧ,୨୭/୧୧:-ବୌଦ୍ଧ ବ୍ଲକ ପ୍ରାଥମିକ ଶିକ୍ଷକ ଲେବେଲ ୫(କ)ରୁ ଲେବେଲ ୫(ଖ) କୁ ପଦୋନ୍ନତି ଦିଆଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲା ଗତ ୨୫ ତାରିଖ ଗୁରୁବାରଦିନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଲେବେଲ ୫(କ)ରୁ ଲେବେଲ ୫(ଖ) କେଟେଗୋରି ୧ରେ ୪୪ଜଣ ଓ ଲେବେଲ
Read More...

ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡି ଉପରକୁ ଅଣ୍ଡାମାଡ଼ କଲେ କଂଗ୍ରେସ କର୍ମୀ

ବଲାଙ୍ଗିର ୨୭।୧୧: ରାଜ୍ୟରେ ଥମୁନି ଅଣ୍ଡାମାଡ଼ ରାଜନୀତି । ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରତିଦିନ ରାଜ୍ୟରେ ନେତା ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ କରାଯାଉଛି । ଏହି ଅଣ୍ଡା ରାଜନୀତିରେ ସବୁଠାରୁ ଅଧିକ ଟାର୍ଗଟରେ ରହିଛନ୍ତି ବିଜେଡ଼ି ନେତା ମନ୍ତ୍ରୀ ମାନେ । ମମିତା ମେହେର ହତ୍ୟାକାଣ୍ଡ
Read More...

ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ୍‌’, ପ୍ରଧାନମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ ୨୭।୧୧: କରୋନାର ନୂତନ ଓମିକ୍ରନ୍ ଭାରିଆଣ୍ଟ ବିପଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ଏକ ଭର୍ଚୁଆଲ୍ ବୈଠକ କରିଛନ୍ତି।  ଏହି ବୈଠକ ରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ବ୍ୟତୀତ କ୍ୟାବିନେଟ ସଚିବ ରାଜୀବ ଗୌବା, ପ୍ରଧାନମନ୍ତ୍ରୀଙ୍କ
Read More...

ଲୋକାର୍ପଣ ଅପେକ୍ଷାରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁମ୍ମା

ଗଜପତି ୨୭।୧୧: ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ସରକାରୀ ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ଅଞ୍ଚଳ ସ୍କୁଲକୁ ସ୍ମାର୍ଟ ଶ୍ରେଣୀଗୃହ ସକାଶେ ଘୋଷଣା କରିଥିଲେ। ସେହି ବିଦ୍ୟାଳୟ ବର୍ତ୍ତମାନ ସମସ୍ତ କାର୍ଯ୍ୟ ପରିସମାପ୍ତି ହୋଇ ଲୋକାର୍ପିତ ହେବାକୁ ଯାଉଛି।
Read More...

ଜିଲ୍ଲାର ବିଭିନ୍ନ ସ୍ଥାନରେ ଶିଶୁ ସୁରକ୍ଷା ରଥକୁ ସ୍ଵାଗତ

ନବରଙ୍ଗପୁର ୨୭।୧୧ : ଓଡିଶାରେ ଶିଶୁ ଅଧିକାର ଓ ସୁରକ୍ଷା ଉପରେ ରାଜ୍ୟ ବ୍ୟାପି ବ୍ୟାପକ ଜନସଚେତନ କରିବା ଉଦେଶ୍ୟରେ ରାଜ୍ୟ ଶିଶୁ ସୁରକ୍ଷା କମିଶନ ତରଫରୁ ବାହାରିଥିବା ଏକ ସଚେତନତା ରଥ ଆଜି ସକାଳେ ନବରଙ୍ଗପୁର ସହରରେ ପହଁଞ୍ଚିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ବ୍ଲକ କାର୍ଯ୍ୟଳୟଠାରେ
Read More...

ସୁବର୍ଣ୍ଣପୁରରେ ରାଜ୍ୟସ୍ତରୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ପାଇଁ ସାମ୍ବାଦିକ ସମ୍ମିଳନୀ

ସୁବର୍ଣ୍ଣପୁର ୨୭।୧୧ : ସୁବର୍ଣ୍ଣପୁରର ରାମେଶ୍ୱର ଇଣ୍ଡୋର ଷ୍ଟାଡିୟମଠାରେ ଜ଼ିଲ୍ଲା ବ୍ୟାଡ଼ମିଣ୍ଟନ ଏସୋସିଏସନ ପକ୍ଷରୁ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ ସହିତ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା l ଆସନ୍ତା ୨ ତାରିଖରୁ ୪ ତାରିଖ ଯାଏ ଏହି ଇଣ୍ଡୋର
Read More...

ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର ୨୭।୧୧: କୌଶଳଭିତ୍ତିକ ଶିକ୍ଷାପ୍ରଦାନ କ୍ଷେତ୍ରରେ ଦେଶରେ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଧ୍ୟକ୍ଷତାରେ ତଥା ମୁଖ୍ୟଅତିଥି ଅଷ୍ଟ୍ରେଲିଆର ହାଇକମିଶନର ବାରିଓ ଫାରେଲଙ୍କ
Read More...

ନୟାଗଡ଼ରୁ ପୁଣି ଜବତ୍ ହେଲା ଧଳା ଜହର

ଦଶପଲ୍ଲା ୨୭।୧୧ :  ବ୍ରାଉନ ସୁଗାରର ଭୂ-ସ୍ବର୍ଗ ପାଲଟିଛି ନୟାଗଡ଼ ସହର । ବ୍ୟବସାୟ ପାଇଁ, ବ୍ରାଉନସୁଗାର୍ ନେଇ ଯାଉଥିବାବେଳେ ଚଢ଼ଉ କଲା ନୟାଗଡ଼ ପୁଲିସ୍ । ଦୁଇଜଣଙ୍କ ଠାରୁ ବ୍ରାଉନସୁଗାର ସହ ୯ ହଜାର ଟଙ୍କା ଓ ବାଇକ୍ ଜବତ କରି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ୍ କରିଛି ପୁଲିସ୍ । ମିଳିଥିବା
Read More...

ନୟାଗଡ଼ ଚିନିକଳରୁ ଚୋରି, ଧରାପଡିଲେ ୫ ଜଣ

ଦଶପଲ୍ଲା ୨୭।୧୧ : ନୟାଗଡ଼ ସଦର ଥାନା ପୁଲିସ୍ ପାଟ୍ରୋଲିଂ କରୁଥିବା ବେଳେ ୫ଜଣ ଚୋରକୁ ଗିରଫ୍ କରିଛି । ଗିରଫ୍ ହୋଇଥିବା ଚୋର ମାନେ ବାଲୁଗାଁ ଗ୍ରାମର ନିରାକାର ପ୍ରଧାନ(୨୫), କୀର୍ତ୍ତନ ସ୍ୱାଇଁ(୪୩), ଗଣିଆ ମାଝି(୩୭), ବାଲୁଗାଁ କେନାଲ ସାହିର କାର୍ତ୍ତିକ ରଥି ଓ କାଦୁଆ ଗ୍ରାମର ପୁରୀଆ
Read More...

ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି

ଭୁବନେଶ୍ୱର ୨୭।୧୧ : ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ବଲାଙ୍ଗୀର, ଝାରସୁଗୁଡ଼ା ଓ କଳାହାଣ୍ଡି ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୦୬ ବୃଦ୍ଧି ପାଇଛି । ଏନେଇ ରାଜ୍ୟ
Read More...