ଷଣ୍ଢର ଦାମ୍ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଜାଣନ୍ତୁ କେତେ
ବାଙ୍ଗାଲୋର : ବାଙ୍ଗାଲୋରର ଚାଲିଥିବା ୪ଦିନିଆ କୃଷି ମେଳାରେ ଏକ ଷଣ୍ଢ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି ମେଳାରେ କୃଷ୍ଣ ନାମକ ଏକ ଷଣ୍ଢ ଚର୍ଚ୍ଚାର ବିଷୟ ପାଲଟିଛି । କୃଷ୍ଣଙ୍କୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହେଉଛନ୍ତି । ଏହାକୁ ଦେଖିବା ଏବଂ କିଣିବା ପାଇଁ!-->…
Read More...
Read More...