ନଟରାଜ କଳା ମନ୍ଦିରରେ ଶିଶୁ ଦିବସ ପାଳିତ
ଫୁଲବାଣୀ,୧୪/୧୧- କନ୍ଧମାଳ ଜିଲ୍ଲାର ଜଣାଶୁଣା ଘରେ ଘରେ ପରିଚିତ ନୃତ୍ୟଗୁରୁ ବିନୋଦ ସାହୁଙ୍କ ନଟରାଜ କଳା ମନ୍ଦିରରେ ସ୍ୱର୍ଗତ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ତିଥିରେ କୁନିକୁନି ଶିଶୁଙ୍କ ଗହଣରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ନୃତ୍ୟ ଶିକ୍ଷକ ବିନୋଦ ଚନ୍ଦ୍ର ସାହୁ ଓ!-->…
Read More...
Read More...