ଜବତ୍‌ ହେଲା ମୂଲ୍ୟବାନ କାଠ

ଦଶପଲ୍ଲା : ଚୋରା କାଠ ମାଫିଆଙ୍କ ଚରାଭୂଇଁ ପାଲଟିଯାଇଛି ନୟାଗଡ଼ ବନଖଣ୍ଡର ବିଭିନ୍ନ ବନାଞ୍ଚଳ । ପ୍ରାପ୍ତ ସୂଚନା ଅନୁସାରେ, ନୟାଗଡ ବନଖଣ୍ଡ ଅନ୍ତର୍ଗତ ଓଡଗାଁ ବନାଞ୍ଚଳ ପକ୍ଷରୁ ବୁଧବାର ସନ୍ଧ୍ୟା ସମୟରେ ପାଟ୍ରୋଲିଂକରୁଥିବା ସମୟରେ ବନବିଭାଗ ଗାଡିକୁ ଦେଖି ଏକ ଗାଡି ଦ୍ରୁତ ଗତିରେ ଆଗକୁ
Read More...

ଅଖିଳ ଭାରତ କୃଷକ ସଭାର କର୍ମଶାଳା, ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ କରାଯିବ ସଂଗଠନ

ଦଶପଲ୍ଲା : ଦଶପଲ୍ଲାର ଶିକ୍ଷକ ଭବନରେ ଅଖିଳ ଭାରତ କୃଷକ ସଭାର ଦଶପଲ୍ଲା ବ୍ଲକ୍‌ କମିଟି ପକ୍ଷରୁ ବିଭିନ୍ନ ପଞ୍ଚାୟତର କର୍ମୀମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ସଂଗଠନର ବ୍ଲକ୍‌ କମିଟି ସଭାପତି ବ୍ରଜବନ୍ଧୁ ପ୍ରଧାନ ପରିଚାଳନା କରିଥିଲେ । ପ୍ରାରମ୍ଭରେ
Read More...

୭୦ ତମ ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିଠାରେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଗଜପତିଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ୭୦ତମ ଜିଲ୍ଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ପ୍ରଣୀ ସଂପଦ ବିକାଶ ବିଭାଗ ଅନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାମୁଖ୍ୟ
Read More...

ଫାଇନାଲରେ ନ୍ୟୁଜିଲାଣ୍ଡ

ଆବୁଧାବି : ଇଂଲଣ୍ଡ ହାତରୁ ମ୍ୟାଚ ଛଡାଇ ଆଣିଲେ ନିଶାମ ଓ ମିଚେଲ । ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚରେ ରୋମାଞ୍ଚକର ଭାବେ ଇଂଲଣ୍ଡକୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ଇନିଂସର ଶେଷ ୪ ଓଭରରେ ଖେଳର ଅଲଟପାଲଟ ହୋଇଥିଲା । ୧୬ ଓଭର
Read More...

ପ୍ରାକ୍‌ ଗର୍ଭଧାରଣ ଏବଂ ପ୍ରାକ ପ୍ରସବ ପରୀକ୍ଷଣ ପଦ୍ଧତି ବୈଠକ

ପୁରୀ: ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌ ଗର୍ଭଧାରଣ ଏବଂ ପ୍ରାକ ପ୍ରସବ ପରୀକ୍ଷଣ ପଦ୍ଧତି ସଂକ୍ରାନ୍ତୀୟ ଉପଦେଷ୍ଟା କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଗର୍ଭଧାରଣ ପୂର୍ବରୁ ବା ପରେ ଲିଙ୍ଗ ନିରୂପଣ ପଦ୍ଧତି ଗୁଡିକର ବ୍ୟବହାର କରି ଲିଙ୍ଗ
Read More...

ଆସନ୍ତାକାଲିଠାରୁ ବୌଦ୍ଧ-କନ୍ଧମାଳରେ ଭଲିବଲ୍‍ ମହାକୁମ୍ଭ

ଭୁବନେଶ୍ୱର, ୧୦ ।୧୧: କନ୍ଧମାଳ ସଂସଦୀୟ କ୍ଷେତ୍ରର ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ୬୯ତମ ରାଜ୍ୟସ୍ତରୀୟ ଭଲିବଲ୍‍ ଚାମ୍ପିଅନସିପ ଆରମ୍ଭ ହେବାକୁ ଯାଉଛି । ଓଡ଼ିଶା ସରକାର, କିଟ୍‍ ଓ କିସ୍‍ର ଆର୍ଥିକ ସହାୟତା, କନ୍ଧମାଳ ସାଂସଦ ତଥା ଭାରତୀୟ ଭଲିବଲ୍‍ ଫେଡେରେସନ୍‍ର ସଭାପତି ଅଚ୍ୟୁତ ସାମନ୍ତଙ୍କ
Read More...

ଡିଜିପି ଅଭୟଙ୍କୁ ଅବସର ପାଇଁ ରାଜ୍ୟ ସରକାର ଦେଲେ ଅନୁମତି, ନୂଆବର୍ଷରେ ନୂଆ ଡିଜିପି ହେବେ ନିଯୁକ୍ତ

ଭୁବନେଶ୍ୱର: ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟଙ୍କୁ ଅବସର ନେବା ପାଇଁ ରାଜ୍ୟ ସରକାର ଆଜି ଅନୁମତି ଦେଇଛନ୍ତି । ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିଜିପି ଅଭୟ ଆସନ୍ତା ଡିସେମ୍ବର ୩୧ରେ ଅବସର ନେବା ପରେ ନୂଆ ଡିଜିପି ରାଜ୍ୟ ସରକାର ନିଯୁକ୍ତି ଦେବେ । ଏ ନେଇ ରାଜ୍ୟ
Read More...

ଆସନ୍ତା ୧୨ ତାରିଖରୁ ବିଭିନ୍ନ ନୀତିକାନ୍ତି ଥିବାରୁ କଟକଣା

ପୁରୀ,୧୦/୧୧- ଆସନ୍ତା ୧୨ ତାରିଖ ଦିନ ପବିତ୍ର ଅଁଳା ନବମୀ ଓ ଶ୍ରୀ ଶ୍ରୀ ରାଧାରାଣୀଙ୍କର ପାଦ ଦର୍ଶନ । ୧୫ ତାରିଖ ଦିନ ବଡ଼ ଏକାଦଶୀ ।,ଠାକୁର ଶ୍ରୀ ଗୋପାଳ ଜୀଉ ଓ ଠାକୁରାଣୀ ଶ୍ରୀ ରାଧାରାଣୀଙ୍କର ଲକ୍ଷ୍ମୀ ନାରାୟଣ ବେଶ ଓ ପ୍ରସିଦ୍ଧ ଚୁଡାଘସା ଭୋଗ ଅନୁଷ୍ଠିତ ହେବ । ତେବେ କୋଭିଡ କଟକଣା
Read More...

ଆସନ୍ତାକାଲି ଲୋକାର୍ପିତ ହେବ ସିମନବାଡ଼ି ଓ ବୁଡାଗୁଡ଼ା ସ୍ମାର୍ଟ ସ୍କୁଲ

ଦାରିଙ୍ଗବାଡି:୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ କାର୍ଯ୍ୟକ୍ରମ ଅନୁସାରେ ଆସନ୍ତାକାଲି ଗୁରବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କନ୍ଧମାଳ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୦ଟି ସ୍କୁଲ ଭର୍ଚୁଆଲ୍‌ ମାଧ୍ୟମରେ ଉଦଘାଟିତ ହେବ । ସେଥିମଧ୍ୟରୁ ଦାରିଙ୍ଗବାଡ଼ି ବ୍ଲକରେ
Read More...

ଖଜୁରୀପଡ଼ା ପଞ୍ଚାୟତ ସମିତିର ସାଧାରଣ ସଭାରେ କନ୍ଧମାଳ ସାଂସଦଙ୍କ ଯୋଗଦାନ

ଫୁଲବାଣୀ:ଆଜି ଖଜୁରୀପଡ଼ା ବ୍ଲକ ପଞ୍ଚାୟତ ସମିତି ସଭାଗୃହଠାରେ ସାଧାରଣ ସଭା ଅଧ୍ୟକ୍ଷ ବିରେନ୍ଦ୍ର କୁମାର କହଁର ଅଧ୍ୟକ୍ଷତାରେ ଓ ବିଡିଓ ରବୀନ୍ଦ୍ରନାଥ କହଁରଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଉଛି । ଉକ୍ତ ବୈଠକରେ କନ୍ଧମାଳ ସାଂସଦ ତଥା କିସ କିଟ୍‌ର ପ୍ରତିଷ୍ଠାତା ଡ଼ଃ.ଅଚ୍ୟୁତ ସାମନ୍ତ ମୁଖ୍ୟ
Read More...