ଏହି ତାରିଖରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୧୫ରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ କ୍ଲାସ୍‌ରୁମ ଶିକ୍ଷା ଦାନ ଆରମ୍ଭ ହେବ । ଏ ନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି । କୋଭିଡ ଗାଇଡଲାଇନ ଅନୁଯାୟୀ ପାଠପଢା ହେବ ବୋଲି ସେ କହିଛନ୍ତି । କୋଭିଡ କଟକଣା ଯୋଗୁଁ କ୍ଲାସରୁମ ଶିକ୍ଷାଦାନ
Read More...

ସାଂସଦମାନଙ୍କ ପାଇଁ ଖୁସି ଖବର,ଖୋଲିଲା ସାଂସଦ ପାଣ୍ଠି; ଏବର୍ଷ ୨ କୋଟି

ଭୁବନେଶ୍ୱର : ସାଂସଦମାନଙ୍କ ପାଇଁ ଖୁସି ଖବର । କରୋନା ପାଇଁ ସାଂସଦ ପାଣ୍ଠି ବନ୍ଦ ହୋଇଯାଇଥିଲା । ଫଳରେ ସାଂସଦମାନେ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିପାରୁନଥିଲେ । କିନ୍ତୁ ଆଜି କେନ୍ଦ୍ର କ୍ୟାବିନେଟ ସାଂସଦ ପାଣ୍ଠି ପାଇଁ ମଂଜୁରୀ ପ୍ରଦାନ କରିଛନ୍ତି
Read More...

ଟି-୨୦ ମାନ୍ୟତା : ଉଠିଲେ ରାହୁଲ, ଖସିଲେ ବିରାଟ

ଦୁବାଇ : ଟି-୨୦ ବିଶ୍ୱକପ୍‌ର ସୁପର ୧୨ ରାଉଣ୍ଡ ଶେଷ ହେବା ଏବଂ ପ୍ରଥମ ସେମିଫାଇନାଲ ଆରମ୍ଭ ହେବା ପୂର୍ବରୁ ଆଇସିସି ଟି -୨୦ ମାନ୍ୟତା ପ୍ରକାଶ କରିଛି । ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲି ୪ ଟି ସ୍ଥାନ ତଳକୁ ଖସିଥିବା ବେଳେ କେଏଲ ରାହୁଲ ନିଜର ଚମତ୍କାର ବ୍ୟାଟିଂ ହେତୁ ତିନୋଟି ସ୍ଥାନ
Read More...

ଏକାକି ନିର୍ବାଚନ ଲଢ଼ିବ ବିଏସପି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବା ବେଳେ ବିଏସପି (ବହୁଜନ ସମାଜ ପାର୍ଟି) ସୁପି୍ରମୋ ମାୟାବତୀ ଏକ ବଡ଼ ଘୋଷଣା କରିଛନ୍ତି । ଆଗାମୀ ନିର୍ବାଚନ ପାଇଁ ବିଏସପି ଅନ୍ୟ କୌଣସି ଦଳ ସହ ମେଣ୍ଟ କରିବନି । ଏହା ଏକାକି ନିର୍ବାଚନ ଲଢ଼ିବ ବୋଲି ମାୟାବତୀ କହିଛନ୍ତି । ବିଏସପି ମୁଖ୍ୟ
Read More...

ରାସ୍ତା ନିର୍ମାଣ କରାନଗଲେ ପ୍ରାହେଡିପଙ୍କା ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ

ଦାରିଙ୍ଗବାଡ଼ି:ବାରମ୍ବାର ଅଭିଯୋଗ ସତ୍ତେ୍ୱ ଗାଁକୁ ଆଜି ପର୍ଯ୍ୟନ୍ତ ରାସ୍ତା ହୋଇପାରିନାହିଁ ତେଣୁ ଗାଁକୁ ରାସ୍ତା ନିର୍ମାଣ କରିବା ଦାବି ନେଇ ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ପ୍ରାହେଡିପଙ୍କା ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଦାରିଙ୍ଗବାଡ଼ି ବିଡିଓ ଗଦାଧର
Read More...

ଗଜପତି ଜିଲ୍ଲାରେ ଗଡିଲା ଭୋଟର ସଚେତନ ରଥ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଗଡିଲା ଭୋଟର ସଚେତନ ରଥ । ଏହି ଅବସରରେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ସବୁଜ ପତାକା ଦେଖାଇ ରଥକୁ ଶୁଭାରମ୍ଭ କରିବା ପରେ ରଥଟି ଗଡିଥିଲା । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଗଜପତି ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା, ଅତିରିକ୍ତ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧୨ ଜୀବନ୍ତ ଦଗ୍ଧ

ଯୋଧପୁର: ରାଜସ୍ଥାନର ବାଡମେରଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବସଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୨ ଜଣ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି ସୂଚନା ମୁତାବକ, ରାଜସ୍ଥାନର ବାଡମେର-ଯୋଧପୁର ରାଜପଥରେ ଏକ ଟ୍ୟାଙ୍କର
Read More...

ୟୁପିରେ କଂଗ୍ରେସ ସରକାର ଆସିଲେ ଆଶା କର୍ମୀଙ୍କୁ ଦିଆଯିବ ୧୦ହଜାର ଦରମା : ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ତିନି ଦଶଦ୍ଧୀ ଧରି କ୍ଷମତାରୁ ଦୂରେଇ ରହିଥିବା କଂଗ୍ରେସ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଦଳର ନେତୃତ୍ୱ ନେଉଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଗୋଟିଏ ପରେ ଗୋଟିଏ ଲୋଭନୀୟ ସ୍କିମ୍‌ ଘୋଷଣା କରୁଛନ୍ତି । ସେ
Read More...

କଙ୍ଗନାଙ୍କ ସଂଘର୍ଷ କାହାଣୀ, ପାଉଁରୁଟି ଓ ଆଚାର ଖାଇ କରୁଥିଲେ କାମ

ନୂଆ ଦିଲ୍ଲୀ: ବଲିଉଡ୍‌ର ପଙ୍ଗା ଗାର୍ଲଭାବେ ପରିଚିତ କଙ୍ଗନା ରାଣାୱତଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ। କଙ୍ଗନାଙ୍କ ବ୍ୟତୀତ ଗାୟକ ଅଦନାନ ସାମୀଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି। ମହାମହୀମ ରାଷ୍ଟ୍ରପତି ରାମନାଥ କୋଭିନ୍ଧ କଙ୍ଗନା ରାଣାୱତଙ୍କୁ ପ୍ରସସ୍ତୀ ପତ୍ର ଓ
Read More...

ଗାଈ କପାଳରେ ଲାଗିଛି UPI QR କୋଡ୍

ଡିଜିଟାଲ୍ ଯୁଗରେ, ସପିଂ ଠାରୁ ଆରମ୍ଭ କରି ପେମେଣ୍ଟ ପର୍ଯ୍ୟନ୍ତ ସବୁକିଛି ଡିଜିଟାଲ ମୋଡରେ ଚାଲିବା ଆରମ୍ଭ ହୋଇଛି। ପନିପରିବା ଦୋକାନଠାରୁ ଆରମ୍ଭ କରି ମଲ୍ ପର୍ଯ୍ୟନ୍ତ ୟୁପିଆଇ ମାଧ୍ୟମରେ ଟଙ୍କା ସହଜରେ କାରବାର ହେଉଛି। ସମ୍ପ୍ରତି ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ତାଙ୍କ ସୋସିଆଲ ମିଡିଆ
Read More...