ରୋହିତ ଶର୍ମା ଅଧିନାୟକ ହେବାପରେ ଦେଶବାସୀ ଖୁସ୍, ସୋସିଆଲ ମିଡିଆରେ ଦେଲେ ଏମିତି ପ୍ରତିକ୍ରିୟା
ନୂଆଦିଲ୍ଲୀ: ୩୩ ବର୍ଷୀୟ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ୩୪ ବର୍ଷୀୟ ଉପ-ଅଧିନାୟକ ରୋହିତ ଶର୍ମାଙ୍କୁ ଟି -୨୦ ଫର୍ମାଟରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି । ଗତକାଲି ବିସିସିଆଇ ଏହି ଖବରକୁ!-->…
Read More...
Read More...