କଣ୍ଟାମାଳ ବିଧାୟକ ମହୀଧରଙ୍କ କରକମଳରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

0 309

କଣ୍ଟାମାଳ,୨୬/୧୧- ଆଜି କଣ୍ଟାମାଳ ନିର୍ବାଚନ ମଣ୍ଡଳୀର କଣ୍ଟାମାଳ ବ୍ଲକ ଓ ବୌଦ୍ଧ ବ୍ଲକର ସମସ୍ତ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଗ୍ୟ ହିତାଧିକାରୀ ମାନଙ୍କୁ ବଣ୍ଟନ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂତନ ସ୍ମାର୍ଟ୍‌ ହେଲଥ କାର୍ଡ କଣ୍ଟାମାଳ ବିଧାୟକ ମହିଧର ରଣା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଡ଼ିଓ କଳାକୃଷ୍ଣ ପଧାନ ,ସରକାରୀ ପ୍ରଶାସନ ଅଧିକାରୀ , ସମସ୍ତ ସରପଂଚ ଓ ସମସ୍ତ ଶିକ୍ଷକ କର୍ମଚାରୀ ,ସମସ୍ତ ଏଡବ୍ଲୁସି , ଆଶା କର୍ମଚାରୀ , ଗ୍ରାମର ୱାର୍ଡ ସଭ୍ୟ ଓ ସଭ୍ୟା ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

two × 5 =