ବୌଦ୍ଧ ଗସ୍ତରେ ଡି ଜି ପି ଅଭୟ, ଗଞ୍ଜେଇ କାରବାର ରୋକିବାନେଇ ସମୀକ୍ଷା
ବୌଦ୍ଧ,୭/୧୧- ବୌଦ୍ଧଜିଲ୍ଲା ଗସ୍ତରେ ଆଜି ପୋଲିସ ଡି ଜି ଅଭୟ ହେଲିକେପ୍ଟରରେ ଆସି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି ଏବଂ ଦକ୍ଷିଣାଞ୍ଚଳ ଡ଼ି ଆଇ ଜି ସତ୍ୟବ୍ରତ ଭୋଇ ଉପସ୍ଥିତ ଥିଲେ । ଏହାପରେ!-->…
Read More...
Read More...