ପୂର୍ବପୁରୁଷଙ୍କର ରୀତିନୀତି ପରମ୍ପରା ବଜାୟ ରଖି ବାଦେବିରା ପାହାଡ଼ରେ ପୂଜା
ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର କନବାଗେରୀର ବାଦେବିରା ପାହାଡ଼ରେ ଆବାନାଜୁ ଗ୍ରାମବାସୀଙ୍କ ତରଫରୁ ଗ୍ରାମ ଦେବତା ପୂଜା ଅନୁଷ୍ଠିତ ହୋଇଛି । ଏହି ପୂଜା ବର୍ଷକୁ ଦୁଇ ଥର ଅନୁଷ୍ଠିତ ହୁଏ ।ଜଣେ ପୂଜକ ଏହି ପୂଜା ୬ ବର୍ଷ କରିଥାନ୍ତି ଏବଂ ପରେ!-->…
Read More...
Read More...