୬୫ବର୍ଷରେ ପଦାର୍ପଣ କଲେ ସନ୍ନି, ଏମିତି ଢଙ୍ଗରେ ଭାଇ ବବି ଜଣାଇଲେ ଶୁଭେଚ୍ଛା

ଅଭିନେତା ସନ୍ନି ଦେଓଲ ଆଜି ତାଙ୍କର ୬୫ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ତାଙ୍କ ପ୍ରଶଂସକ, ବନ୍ଧୁ, ପରିବାର ସଦସ୍ୟ ଏବଂ ସେଲିବ୍ରେଟମାନେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ସନ୍ନିଙ୍କ ସାନଭାଇ ବବି ଦେଓଲ ମଧ୍ୟ ତାଙ୍କ ବଡ
Read More...

ଶପଥ ନେଲେ ୩ ନୂଆ ବିଚାରପତି

କଟକ: ଓଡ଼ିଶା ହାଇକୋର୍ଟରେ ଶପଥ ନେଲେ ୩ ନୂଆ ବିଚାରପତି। ବିଚାରପତି ଭାବେ ମୃଗାଙ୍କ ଶେଖର ସାହୁ, ରାଧାକ୍ରୀଷ୍ଣ ପଟନାୟକ ଓ ଶଶିକାନ୍ତ ମିଶ୍ର ଆଜି ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ନୂଆ କନଫରେନ୍ସ ହଲରେ ଏହି ଶପଥଗ୍ରହଣ ଉତ୍ସବର ଆୟୋଜିତ ହୋଇଯାଇଛି।   ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ
Read More...

ବିଜେଡି ହିଁ ଏକମାତ୍ର ବିକଳ୍ପ

ଦଶପଲ୍ଲା : ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ନୟାଗଡ ଜିଲ୍ଲାରେ ବିଜୁ ଜନତା ଦଳ ନିଜର ଦବ୍‌ଦବା ଜାହିର୍‌ କରିବା ଓ ନିର୍ବାଚନ ମଣ୍ଡଳୀକୁ ବିରୋଧି ଶୂନ୍ୟ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଓ ଜିଲ୍ଲା ବିଜେଡି ସଭାପତି ରମେଶ
Read More...

କରୋନା ନେଲା ଆଉ ୪ ଜଣଙ୍କ ଜୀବନ

ଭୁବନେଶ୍ୱର : ରାଜ୍ୟରେ ଆଉ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ କଟକ ଓ ଜଗତସିଂହପୁର ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨୯୪ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ
Read More...

ଆଲୋକ ବୋଷଙ୍କୁ ଡକ୍ଟରେଟ ସମ୍ମାନ

ପାରଳାଖେମୁଣ୍ଡି : ବଡବ୍ରାହ୍ୱଂନ ସାହି ସ୍ଥିତ ସ୍ଥାନୀୟ ବୋଷ ଡାନ୍ସ ଷ୍ଟୁଡିଓ ପରିସରରେ ଏକ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇ । ମୁଖ୍ୟ ଅତିଥି ଭାବେ ଆଇନଜୀବୀ ପ୍ରଦୀପ କୁମାର ଦାଶ (ରାୟଗଡ଼ା), ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ, ଗଜପତି, ବିଚିତ୍ରାନନ୍ଦ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୫୬ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୫୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୨୪ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୨୩୨ ଜଣ ଲୋକାଲ୍‌ କେସ୍‌
Read More...

ପାରଳାରେ କାଞ୍ଚି କାମାକ୍ଷୀ ପୂଜା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମାଟିଆ ସାହି ଛକ ନିକଟରେ କାଞ୍ଚି କାମାକ୍ଷୀ ପୂଜା ଅନୁଷ୍ଠିତ ହୋଇଛି । ଏହା ପ୍ରତି ବର୍ଷ କରାଯାଏ । ଏହି ପୂଜା ଦଶହରା ଦିନ ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ହୋଇ ଥାଏ । ସାତଦିନ ଚଣ୍ଡୀ ପାଠ କରାଯାଏ ।
Read More...

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୪ ଅଭିଯୁକ୍ତ ଗିରଫ

ନବରଙ୍ଗପୁର:ବନ ବିଭାଗକୁ ମିଳିଛି ବଡ଼ ସଫଳତା । ଏକ ଜୀବନ୍ତ ବଜ୍ରକାପ୍ତାକୁ ପୁଲିସ ଉଦ୍ଧାର କରିଛି । ବଜ୍ରକାପ୍ତା ବିକ୍ରି ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏକ ଜୀବନ୍ତ ବଜ୍ରକାପ୍ତାକୁ ନବରଙ୍ଗପୁର ଥାନା ଅନ୍ତର୍ଗତ ଚିକିଲି-ଧାରନାବେଡା ରାସ୍ତା କଡ଼ରେ ଗୁପ୍ତ ଭାବରେ
Read More...

ଗଞ୍ଜେଇ ଭର୍ତ୍ତି କାର୍‌ ଜବତ, ଦୁଇ ଚାଲାଣକାରୀ ଗିରଫ

ବାଲିଗୁଡ଼ା: ଗଞ୍ଜେଇ ଚୋରାଚାଲାଣ ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍‌ ପକ୍ଷରୁ ଚଢ଼ାଉ । ବାଲିଗୁଡ଼ା ଥାନା ସିନ୍ଦ୍ରିଗାଁ ଅଞ୍ଚଳରୁ ଖୋର୍ଦ୍ଧା ଚୋରାଚାଲାଣ ହେଉଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମହାସିଙ୍ଗି ନିକଟରେ ମାଡ଼ି ବସିଲା ପୋଲିସ୍‌ । ଗଞ୍ଜେଇ ଭର୍ତ୍ତି କାର୍‌ ଜବତ
Read More...

ଆୟୁଷ ଡାକ୍ତରଙ୍କ ଦାବିପତ୍ର ପ୍ରଦାନ

ଦଶପଲ୍ଲା : କରୋନା ମହାମାରୀ ସମୟରେ ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଥିବାବେଳେ, ରାଷ୍ଟ୍ରିୟ ବାଲ୍‌ ସ୍ୱାସ୍ଥ୍ୟ କାର୍ୟ୍ୟକ୍ରମ (ଆର୍‌ବିଏସ୍‌କେ) ଆୟୁଷ ଡାକ୍ତରମାନେ ନିଜ ଜୀବନକୁ ବାଜିଲଗାଇ ପ୍ରମୁଖ ଭୂମିକା ତୁଲାଇଛନ୍ତି । ମହାମାରୀ ରୋକିବା ଦିଗରେ ସେମାନେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବେଳେ
Read More...