ଆୟୁର୍ବେଦ ଦିବସ ଓ ଭଗବାନ ଧନ୍ୱନ୍ତରୀଙ୍କ ଜୟନ୍ତୀ ପାଳିତ

ଗଜପତି,୫/୧୧- ଗଜପତି ଜିଲ୍ଲା କାଶୀନଗର ସ୍ଥିତ ସ୍ୱାସ୍ଥ୍ୟ ବିଳାସ ଫାର୍ମାସି ଆନୁକୂଲ୍ୟରେ ଆୟୁର୍ବେଦ ଦିବସ ଓ ଭଗବାନ ଧନ୍ୱନ୍ତରୀଙ୍କ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣି ସମାଜର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ…
Read More...

ଭୁଲ ଇଞ୍ଜେକସନରେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ; କ୍ଷତିପୂରଣ ଦାବିରେ ରାସ୍ତାରୋକ

ବାଲିଗୁଡ଼ା ୦୫।୧୧ : ରୋଗୀଙ୍କ ମୃତ୍ୟୁକୁ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଆଜି ପୁଣି ଉତ୍ତେଜନା । ଭୁଲ ଇଞ୍ଜେକସନ ଦେବା ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କୀୟଙ୍କ ଅଭିଯୋଗରେ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ସମ୍ପର୍କୀୟ ଓ ସ୍ଥାନୀୟ ଲୋକଙ୍କ ଦ୍ବାରା ୫୯ନଂ…
Read More...

ଆଶ୍ରା ବରିଷ୍ଠ ନାଗରିକ ଗୃହରେ ଦୀପାବଳି ଉତ୍ସବ ପାଳନ

ଗଜପତି,୫/୧୧- ଗଜପତି ଜିଲ୍ଲା ଅଗ୍ରଣୀ ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ସୁପୁତ୍ର ଅନୁଷ୍ଠାନ ଦ୍ୱାରା ଚାଲିଥିବା ଆଶ୍ରା ବରିଷ୍ଠ ନାଗରିକ ଗୃହରେ ଦୀପାବଳି ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିବାରର ସ୍ନେହ ମମତାରୁ ବଞ୍ଚିତ ହୋଇ ୨୫ ଜଣ ଅନ୍ତେବାସୀ ଏହି ଗୃହରେ…
Read More...

କ୍ରିଏଟିଭ ଆର୍ଟସ ପକ୍ଷରୁ ସଂସ୍କୃତି ଭବନ ଓ ସଂସ୍କୃତି ଅଧିକାରୀ ଯୋଗାଇବା ନିମନ୍ତେ ଅନୁରୋଧ

ଗଜପତି ୦୫।୧୧ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସଂସ୍କୃତି ବିଭାଗର ଶାସନ ସଚିବ ଓ ନିର୍ଦ୍ଦେଶକ ଆଜି ଗଜପତି ଗସ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ କ୍ରିଏଟିଭ ଆର୍ଟସ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏକ ସଂସ୍କୃତି ଭବନ ଓ ସଂସ୍କୃତି ଅଧିକାରୀ ସକାଶେ ସଂସ୍କୃତି…
Read More...

ପଦ୍ମ ଛାଡିଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ; ପାର୍ଟି ନୁହେଁ ବାଛିଲେ ମାଟି

ବଲାଙ୍ଗୀର ୦୫।୧୧ : ବଲାଙ୍ଗୀର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା ଛାଡିଲେ ଦଳ । ବିଜେପି ରାଜ୍ୟ ସଭାପତି ସମିର ମହାନ୍ତି ଓ ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ମହାରାଣି ସାସଂଦ ସଙ୍ଗୀତା ସିଂହଦେଓ ଓ ବିଜେପି ରାଜା…
Read More...

୫ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ

କଟକ ୦୫।୧୧ : କଟକ ବାଦାମବାଡ଼ି ଥାନା ପୋଲିସ ଚଢ଼ାଉ କରି ଜବତ କଲା ୫ ଲକ୍ଷ ଟଙ୍କାର ବେଆଇନ ବାଣ । ଆଜି ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖାନନଗର ଅଞ୍ଚଳରେ ରହୁଥିବା ସଂଗ୍ରାମ ବେହେରାଙ୍କ ଘରେ ଚଢ଼ାଉ କରିଥିଲେ । ଏହି ସମୟରେ ତାଙ୍କ ନିକଟରୁ ବିପୁଳ ପରିମାଣର ବାଣ ଜବତ ହୋଇଛି ।…
Read More...

ମମିତା ମେହେର ହତ୍ୟାକାଣ୍ଡ; ପୁରୀରେ ବିଜେପି ପକ୍ଷରୁ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ ୦୫।୧୧ : ବଲାଙ୍ଗୀରର ଶିକ୍ଷୟିତ୍ରୀ ମମିତା ମେହେର ଆତ୍ମାଶାନ୍ତି ନିମନ୍ତେ ପୁରୀରେ ବିଜେପି ପକ୍ଷରୁ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଡ଼ଦାଣ୍ଡର ମାଉସୀ ମା ମନ୍ଦିର ନିକଟରେ ଏହି କାର୍ଯ୍ୟକ୍ରମରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବରିଷ୍ଠ ବିଜେପି ନେତା…
Read More...

ଜାଭେଲିନ ଥ୍ରୋ ଖେଳାଳିଙ୍କୁ ସମ୍ବର୍ଦ୍ଧନା

ପୁରୀ ୦୫।୧୧ : ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଜାଭେଲିନ ଥ୍ରୋ ଖେଳାଳି ବ୍ରହ୍ମଗିରିର ଶ୍ରୀ କିଶୋର କୁମାର ଜେନାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଗତ ମାସ ଅକ୍ଟୋବର ୨୩ ଓ ୨୪ ତାରିଖରେ ନୂଆଦିଲ୍ଲୀ ସ୍ଥିତ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ସର୍ବଭାରତୀୟ ଓପେନ ଆଥେଲେଟିକ ମିଟ୍-୨୦୨୧ରେ ସେ…
Read More...

ଦୀପାବଳି ଅବସରରେ ବହୁଭାଷୀ କବିତା ପାଠ

ଦଶପଲ୍ଲା ୦୫।୧୧ : ଦୀପାବଳିର ପୂଣ୍ୟ ଅବସରରେ ଅନୁଷ୍ଠିତ ହୋଇଛି ଚର୍ଚ୍ଚିତ ଅନ୍ତର୍ଜାତୀୟ ବହୁଭାଷୀ କବିତା ଆସର । ବାଲିସାଇ ,ପୂର୍ବ ମେଦିନିପୁରରୁ ପ୍ରକାଶିତ ଅନ-ଲାଇନ ପତ୍ରିକା 'ଶ୍ରେୟସୀ' ପକ୍ଷରୁ ଆୟୋଜିତ ଏହି ଅନୁଷ୍ଠାନରେ ବହୁଭାଷୀ କବିମାନଙ୍କ ସମାଗମ ହୋଇଥିଲା । ପ୍ରତିବେଶୀ ଦେଶ…
Read More...

ଗାଡି ସହ ଚୋରାକାଠ ଜବତ୍, ଜଣେ ଗିରଫ୍

ଦଶପଲ୍ଲା ୦୫।୧୧ : ଦଶପଲ୍ଲା ବନବିଭାଗକୁ ଗତକାଲି ଏକ ବଡ଼ଧରଣର ସଫଳତା ମିଳିଛି । ବନାଞ୍ଚଳ ଅଧିକାରୀ ନିଖିଲ୍ଲେଶ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ପୋଖରୀଗୋଛା ଫରେଷ୍ଟର ଶୁଭେନ୍ଦୁ ନାୟକଙ୍କ ନେତ୍ରୁତ୍ଵରେ ବନବିଭାଗ ଟିମ୍ ଚଢାଉ କରି ସୁନାଦେଇ ଠାକୁରାଣୀ ମନ୍ଦିର ନିକଟରୁ ଲକ୍ଷାଧିକ ଟଙ୍କା ମୂଲ୍ୟର…
Read More...