ଆରଟିଓ-୧ ଓ ରାଜ୍ୟ ଅତିଥି ଭବନର ନୂତନ ବିଲ୍ଡିଂ ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱ: ଭୁବନେଶ୍ୱର ଆଚାର୍ଯ୍ୟବିହାର ଠାରେ ଆରଟିଓ-୧ କାର୍ଯ୍ୟାଳୟର ନୂତନ ବିଲ୍ଡିଂ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏଠାରେ ସ୍ମାର୍ଟ କ୍ୟୁ ମ୍ୟାନେଜମେଂଟର ମଧ୍ୟ ଶୁଭାରମ୍ଭ ହୋଇଛି । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ୨୭ କୋଟି ଟଙ୍କା ବ୍ୟୟରେ ୫୪୮୮ ବର୍ଗ ମିଟର ପରିମିତ!-->…
Read More...
Read More...