ମୃତ୍ତିିକା ସ୍ୱାସ୍ଥ୍ୟ କାର୍ଡ ଶିବିର
କେନ୍ଦୁଝର : ସଦର ବ୍ଳକ ଅନ୍ତର୍ଗତ ରାଇକଳା ପଞ୍ଚାୟତର କରଞ୍ଜିଆପଡ଼ା ଏବଂ ପଳାଶ ପଙ୍ଗାପଞ୍ଚାୟତ ନୂଆପଡାଠାରେ ମୃତ୍ତିିକା ସ୍ୱାସ୍ଥ୍ୟ କାର୍ଡ ସମ୍ବନ୍ଧିତ ଦୁଇଟି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସ୍ଥାନୀୟ କୃଷକମାନଙ୍କୁ ମୃତ୍ତିିକା ପରୀକ୍ଷାର ଉପାଦେୟତା କ'ଣ ସେ ସମ୍ବନ୍ଧରେ ବ୍ଳକ!-->…
Read More...
Read More...