ଟି-୨୦ ବିଶ୍ୱକପ : ଚମ୍ପିଆନ ହେବା ପାଇଁ ୫ ଦେଶ ଦାବିଦାର

ଦୁବାଇ : ଦୀର୍ଘ ପାଞ୍ଚ ବର୍ଷର ବ୍ୟବଧାନ ପରେ ଟି -୨୦ ବିଶ୍ୱକପ ଆରମ୍ଭ ହୋଇଛି । ଟି -୨୦ ବିଶ୍ୱକପରେ ମୋଟ ୧୬ ଟି ଦଳ ଅଂଶଗ୍ରହଣ କରୁଛନ୍ତି । ପ୍ରଥମ ରାଉଣ୍ଡ ଯୋଗ୍ୟତା ପର୍ଯ୍ୟାୟ ଅଟେ । ଏଥିରେ ୮ ଟି ଦଳକୁ ୪-୪ ଲେଖାଏଁ ଦୁଇଟି ଦଳରେ ବିଭକ୍ତ କରାଯାଇଛି । ଉଭୟ ଗ୍ରୁପ ଶୀର୍ଷ-୨ ମାନ୍ୟତା ଦଳ
Read More...

ବିଜେପି ପାର୍ଟି ଅଫିସରେ ମିଶ୍ରଣ ପର୍ବ, ବିଜେଡି ଛାଡି ବିଜେପିରେ ଯୋଗଦେଲେ ଅଞ୍ଜଳି ବେହେରା

ଭୁବନେଶ୍ୱର : ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ଟାଣୁଆ ବିଜେଡି ନେତ୍ରୀ ଅଞ୍ଜଳି ବେହେରା ଆଜି ବିଜେପିରେ ସାମିଲ ହୋଇଛନ୍ତି ।
Read More...

ଦେଶରେ ପୁଣି ବାହାରିଲେ ୧୩୫୯୬ କରୋନା, ୧୬୬ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬୬ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୧୩୫୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ
Read More...

ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ଜବତ ହେଲା ୨୪ଲକ୍ଷ ଟଙ୍କାର ହାର

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲାଗି ଅଡ଼ୁଆ ବଢ଼ିବାରେ ଲାଗିଛି । ଗତକାଲି ଭିଜିଲାନ୍ସ ପ୍ରଦୀପ ପାଣିଗ୍ରାହୀଙ୍କ ଘର ସହ ସମ୍ପର୍କୀୟଙ୍କ ୧୫ଟି ସ୍ଥାନରେ ରେଡ୍ କରିଥିଲା । ଚଢ଼ାଉ ବେଳେ ଭାରତର ସବୁଠୁ ବଡ଼ ଡିଜାଇନର ସବ୍ୟସାଚୀ ବ୍ରାଣ୍ଡର ଏକ ହାର ଜବତ ହୋଇଛି।
Read More...

ଘରୋଇ ସ୍କୁଲ୍ ଅଧ୍ୟକ୍ଷା ନିଖୋଜ ଘଟଣା; ପୋଲିସ ହେପାଜତରୁ ସ୍କୁଲ ପରିଚାଳନା କମିଟି ସଭାପତି ଚମ୍ପଟ

କଳାହାଣ୍ଡି : ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ନିଖୋଜ ଘଟଣାରେ ପୋଲିସ୍ ହେପାଜତ୍ ରୁ ଚମ୍ପଟ ମାରିଲେ ସ୍କୁଲ୍ ପରିଚାଳନା କମିଟି ସଭାପତି । ତାଙ୍କ ନାଁ ଗୋବିନ୍ଦ ସାହୁ ହୋଇଥିବା ସୁଚନା ମିଳିଛି । ପୋଲିସର କହିବା ମୂତାବିକ୍ ଗତକାଲି ବିଳମ୍ବିତ ରାତିରେ ଟିଟିଲାଗଡ଼ ଥାନା
Read More...

ଆଜି ଭାରତ-ଇଂଲଣ୍ଡ ଅଭ୍ୟାସ ମ୍ୟାଚ, ଟିମ୍‌ ଇଣ୍ଡିଆ କ୍ୟାମ୍ପରେ ଯୋଗଦେଲେ ଧୋନି

ଦୁବାଇ: ଟି-୨୦ ବିଶ୍ୱକପର ମୁଖ୍ୟ ଲଢେଇ ପୂର୍ବରୁ ଆଜି ଟିମ ଇଣ୍ଡିଆ ତା’ ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଇଂଲଣ୍ଡ ବିପକ୍ଷରେ ଖେଳିବାକୁ ମୈଦାନକୁ ଓହ୍ଲାଇବ । ଏହାପୂର୍ବରୁ ଟିମ ଇଣ୍ଡିଆ କ୍ୟାମ୍ପରେ ଯୋଗଦେଇଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ଚଳିତ ଟି-୨୦ ବିଶ୍ୱକପରେ ଧୋନି ଟିମ
Read More...

୨୨ରେ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୨ରେ ମୟୂରଭଞ୍ଜ ଗସ୍ତରେ ଯିବେ । ଏଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ଏଥିପାଇଁ ଜିଲ୍ଲାର ୨୬ ବ୍ଲକରେ ପ୍ରସ୍ତୁତି ଜୋର ଧରିଛି
Read More...

୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ଆଜି ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଏହି ୭ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ଏହି ଜିଲ୍ଲା ଗୁଡିକ
Read More...

କରୋନା ନେଲା ଆଉ ୫ ଜଣଙ୍କ ଜୀବନ

ଭୁବନେଶ୍ୱର : ରାଜ୍ୟରେ ୫ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ବରଗଡ଼, ଝାରସୁଗୁଡ଼ା, ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ରହିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୨ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୯୦ ବୃଦ୍ଧି ପାଇଛି
Read More...

ବରମୁଣ୍ଡାରେ ଅର୍ଥୋ, ସ୍ପାଇନ୍‍ କେୟାର କ୍ଲିନିକ୍‍ ଉଦ୍‍ଘାଟିତ

ଭୁବନେଶ୍ୱର : ରାଜ୍ୟ ରାଜଧାନୀର ବରମୁଣ୍ଡାଠାରେ ଅର୍ଥୋ, ସ୍ପାଇନ୍‍ କେୟାର ନାମକ ଏକ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସମ୍ପନ୍ନ କ୍ଲିନିକ୍‍ ଉଦ୍‍ଘାଟିତ ହୋଇଯାଇଛି । ଏଠାରେ ଆଣ୍ଠୁ, ଗଣ୍ଠି, ମଜ୍ଜା ଏବଂ ମେରୁଦଣ୍ଡ ସମ୍ପର୍କୀୟ ବିଭିନ୍ନ ରୋଗର ବିଶ୍ୱସ୍ତରୀୟ ଚିକିତ୍ସା ଉପଲବ୍ଧ ହେବ ବୋଲି
Read More...