ନିଆଁ ଲାଗି ଦୋକାନ ସମେତ ୪ ବଖରା ଘର ଭସ୍ମୀଭୂତ
ଦଶପଲ୍ଲା :ଦଶପଲ୍ଲା ବ୍ଲକ୍ ମଧ୍ୟଖଣ୍ଡ ଗ୍ରାମରେ ଆଜି ଦିବା ୧୧ଟା ୩୦ ମିନିଟ ସମୟେ ଉପେନ୍ଦ୍ର ସାହୁ ( ରୁପ ସାହୁ )ଙ୍କ ଦୋକାନରେ ଆକସ୍ମିକ ଭାବରେ ନିଆଁ ଲାଗିଯିବା ଫଳରେ ଦୋକାନ ଗୃହ ସମେତ ୪ ବଖରା ଘର ପୋଡି ଯାଇଛି । ଘରେ ଥିବା ଆସବାବପତ୍ର ସମେତ ଘରର ସମସ୍ତ ଜିନିଷପତ୍ର ସଂପୂର୍ଣ୍ଣ ଭାବରେ!-->…
Read More...
Read More...