ପାକିସ୍ତାନରେ ଭାଙ୍ଗିବ ଇମ୍ରାନ ସରକାର !, ସହଯୋଗୀ ଦଳ ଦାବି କଲେଣି ଆଗୁଆ ନିର୍ବାଚନ
ଇସଲାମାବାଦ : ପାକିସ୍ତାନରେ ମୁଦ୍ରାସ୍ଫୀତି ଆକାଶଛୁଆଁ । ବିଶ୍ୱ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ, ସର୍ବାଧିକ ଋଣ ନେବା ତାଲିକାରେ ବିଶ୍ୱର ୧୦ ଦେଶ ମଧ୍ୟରେ ପାକିସ୍ତାନ ସ୍ଥାନ ପାଇଛି । ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାରେ ଇମ୍ରାନ ଖାନଙ୍କ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଜଣାପଡିଛି ।!-->…
Read More...
Read More...