ମଟର ସାଇକେଲ ଶିଖିବା ହେଲା କାଳ, ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର
ଫୁଲବାଣୀ,୫/୧୦:- କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ ଗୁଡାରି ଠାରେ ଦୁର୍ଘଟଣା ଘଟିଛି । ମଟର ସାଇକେଲ ଶିଖିବା ହେଲା କାଳ । ମଟର ସାଇକେଲ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଫୁଲବାଣୀ ଅମଲାପଡ଼ାର ଡି ଆଦର୍ଶ କୁମାର ଓ ଗୁରୁତରଥିବା!-->…
Read More...
Read More...