ମିଶନଶକ୍ତି ମେଳାରେ ବାଚସ୍ପତିଙ୍କ ଦ୍ୱାରା ଏସଏଚଜିଙ୍କୁ ୨.୫୬କୋଟି ଟଙ୍କା ପ୍ରଦାନ

ଗଞ୍ଜାମ /କୁକୁଡ଼ାଖଣ୍ଡି,୨୩/୯ : ଓଡିଶାର ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର କୁକୁଡାଖଣ୍ଡି ବ୍ଲକ ପରିସରରେ ସମନ୍ୱୟ ମେଳା ଜରିଆରେ ବ୍ଲକର ସମସ୍ତ ପଞ୍ଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରିବା ସହିତ ଜାତୀୟ ପରିବାର କଲ୍ୟାଣ ଯୋଜନା ଦ୍ୱାରା ମଧୁବାବୁ ପେନସନ
Read More...

ବିଶ୍ୱ ତାଇକଣ୍ଡୋ ପ୍ରତିଯୋଗିତାରେ ଭାଗନେବେ ସୁବର୍ଣ୍ଣପୁରର ୨ କ୍ରୀଡାବିତ

ସୁବର୍ଣ୍ଣପୁର, ୨୩/୯- ପୁଣି ଦେଶ ବାହାରେ କମାଲ ଦେଖାଇବେ ଦୁଇ ଓଡିଆ ଖେଳାଳୀ । ଆସନ୍ତା ଅକ୍ଟୋବର ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ୟୁରୋପ ମହାଦେଶରେ ଅନୁଷ୍ଠିତ ହେବାକୁଥିବା ଓପନ ବିଶ୍ୱ ତାଇକଣ୍ଡୋ ଜି-୧ ଚମ୍ପିଆନସିପରେ ସୁବର୍ଣ୍ଣପୁର ଜିଲ୍ଲାର ଏହେସାସ ହୋତା ଏବଂ ଅନୁସ୍କା ଦାଶ ଭାଗନେବାକୁ
Read More...

ସଂସ୍କୃତି ବିରୁଦ୍ଧାଚରଣ ବିରୋଧରେ ବୁଦ୍ଧିଜୀବୀ ସଭା

ସମ୍ବଲପୁର,୨୩/୯- ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ଐତିହାସିକ ନଗରୀ ସମ୍ବଲପୁରରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିରୁଦ୍ଧରେ କିଛି ନିଷ୍ପତ୍ତିଗୁଡ଼ିକର ବିରୋଧରେ ସ୍ଥାନୀୟ ବୁଦ୍ଧିଜୀବୀ ସ୍ୱରୋତ୍ତୋଳନ କରିଛନ୍ତି । ସ୍ଥାନୀୟ ସକ୍ରିୟ ସାମାଜିକ ସଂଗଠନ "ବୈଶାଖୀ" ପକ୍ଷରୁ ଆହୁତ ଏହି ସଭାରେ ପ୍ରଦେଶ
Read More...

ପିପିଲି ଉପନିର୍ବାଚନ ନିମନ୍ତେ ପୋଷ୍ଟାଲ ବାଲାଟ ଗାଡି ଶୁଭାରମ୍ଭ

ପୁରୀ,୨୩/୯- ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁଯାୟୀ ପିପିଲି ବିଧାନସଭା ଉପ ନିର୍ବାଚନ ନିମନ୍ତେ ୮୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟର ମାନଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ପତାକା ଦେଖାଇ ପୋଷ୍ଟାଲ ବାଲାଟ
Read More...

ଜିଲ୍ଲାପାଳଙ୍କ ସହ ପ୍ରିଣ୍ଟ ମିଡ଼ିଆ ଫୋରମର ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା

ସୁବର୍ଣ୍ଣପୁର ,୨୨/୯- ନିକଟରେ ମୃତ୍ୟୁବରଣ କରିଥିବା ଯୁବ ସାମ୍ବାଦିକ ସ୍ୱର୍ଗତ ଗୋବିନ୍ଦ ଠାକୁରଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଶାସନ ଜରିଆରେ ପ୍ରଦାନ କରାଯାଇଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ତଥା ସରକାରଙ୍କୁ କୃତଜ୍ଞତା
Read More...

ଦୁର୍ଗାପୂଜା ସଂପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ,୨୨/୯- ଆସନ୍ତା ଦୁର୍ଗାପୂଜା ନିମନ୍ତେ ସମସ୍ତଙ୍କ ସହଯୋଗ ଲୋଡି ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସମସ୍ତ ପୂଜା କମିଟି କାର୍ଯ୍ୟକର୍ତ୍ତା ମାନଙ୍କ ସହ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଗତବର୍ଷ ଭଳି ଚଳିତ
Read More...

ୱାଇସିଡିଏର ପଞ୍ଚାୟତସ୍ତରୀୟ ଏକଦିନିଆ ଶିଶୁ ସୁରକ୍ଷା କର୍ମଶାଳା ଅନୁଷ୍ଠିତ

ବୌଦ୍ଧ,୨୨/୯- ବୌଦ୍ଧବ୍ଲକର ମୁଣ୍ଡାପଡା ଗ୍ରାମ ପଞ୍ଚାୟତ ହଲ ଠାରେ ପଞ୍ଚାୟତ ଶିଶୁ ସୁରକ୍ଷା ଯୋଜନା ପାଇଁ ଏକ ଦିନିଆ କର୍ମଶାଳା ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାଇସିଡିଏ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ସଂଯୋଜିକା ମମତା ପରିଡା, ସି.ଡି.ପି.ଓ. ମିନତୀ ଦେଓ, ବାଲ୍ୟ ବିବାହ
Read More...

ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର ,୨୨/୯- ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟକରୁଥିବା
Read More...

ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଅଧିକାରୀଙ୍କ ଦାୟିତ୍ୱରେ ପରିବର୍ତ୍ତନ

ବୌଦ୍ଧ,୨୨/୯- ବୌଦ୍ଧଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ର ବିଭିନ୍ନ ଉପବିଭାଗର ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିଭାଗରେ ପରିବର୍ତ୍ତନ କରିଛନ୍ତି । ଡେପୁଟି କଲେକ୍ଟର ଶାନ୍ତିସୁଧା ପାତ୍ରଙ୍କୁ ସ୍ଥାପନା, ରାଜସ୍ୱ ଓ ତୌଜି ଉପବିଭାଗ ଦାୟିତ୍ୱ ଦିଆଯାଇଛି । ଡେପୁଟି
Read More...

କିଆକଟା ତ୍ରିବେଣୀ ଛକରୁ ଯୁବତୀଙ୍କଠାରୁ ୨ ଲକ୍ଷ ଲୁଟ୍

କିଆକଟା:ଆଠମଲ୍ଲିକ ବ୍ଲକ କିଆକଟା ଠାରୁ ପ୍ରାୟ 2କିଲୋମିଟର ଦୂର ବୌଦ୍ଧ -ରେଢ଼ାଖୋଲ ରାସ୍ତା ତ୍ରିବେଣୀ ଛକ ଠାରେ ଆଜି ଦିନ ଦିପହରେ 2ଲକ୍ଷ ଟଙ୍କା ଲୁଟ ହୋଇଯାଇଛି I ସୂଚନା ମୁତାବକ ହଟୁଆପଡ଼ା ଗ୍ରାମର ମାଁ ଭଗବତୀ ସ୍ୱୟଂ ସହାୟକ ଦଳର ଦୁଇ ସଦସ୍ୟ ରେବତୀ ମହାଖୁଡ଼, ପୁଷ୍ପାଞ୍ଜଳୀ ସାହୁ ନିକଟସ୍ଥ
Read More...