ମୋଦୀଜୀଙ୍କ ଜନ୍ମଜୟନ୍ତୀ ପାଳନର ଷଷ୍ଠ ଦିବସରେ ସେବା ଏବଂ ସମର୍ପଣ ଦିବସ ପାଳନ

ବୌଦ୍ଧ,୨୨/୯- ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀ ୭୧ ତମ ଜୟନ୍ତୀର ଷଷ୍ଠ ଦିବସରେ ଆଜି ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ପୁରୁଣାକଟକ ଠାରେ ସେବା ଏବଂ ସମର୍ପଣ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ପୁରୁଣାକଟକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଏହାପରେ
Read More...

୨୨୨ ଜଣ ନେଲେ କରୋନା ଟିକା

ଜହ୍ନାପଙ୍କ : ବୌଦ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡ ।ପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ୧୮ ରୁ ୪୫ ବର୍ଷ ବୟସ୍କଙ୍କୁ କରୋନା ଟିକା ଦିଆଯାଇଛି । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ଲିଜାରାଣୀ ପ୍ରଧାନ, ମିତା ନାଏକ, ଡ଼ିଇଓ ଲଛମନ ବଘାର ଓ ବିଜୟ ବେହେରା ସହଯୋଗ କରିଥିଲେ । ଏହି ଟିକା
Read More...

ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟିଲା ସ୍ୱାମୀ, ମନରେ ଥିଲା ସନ୍ଦେହ

ବଲାଙ୍ଗୀର : ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀ ପତ୍ନୀଙ୍କ ତଣ୍ଟି କାଟିଛି ସ୍ୱାମୀ । ଏଭଳି ଅଘଟଣ ବଲାଙ୍ଗିର ଜିଲ୍ଲା ପୁଇଁତଳା ତାନା ଦୁର୍ଗାପାଲ୍ଲୀ ଉଚ୍ଚ ବିଦ୍ୟାଳୟରେ ଘଟିଯାଇଛି । ସ୍ୱାମୀର ଆକ୍ରମଣ ଯୋଗୁଁ ଶିକ୍ଷୟିତ୍ରୀଙ୍କ ବେକରେ ସାମାନ୍ୟ ଆଘାତ ଲାଗିଛି । ପ୍ରାଥମିକ ଚିକିତ୍ସା ପରେ
Read More...

ବଲାଙ୍ଗୀର ଜିଲ୍ଲାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ

ବଲାଙ୍ଗୀର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜିଲ୍ଲାର ଟିଟିଲାଗଡ, ପାଟଣାଗଡ ଓ ବଲାଙ୍ଗୀର ଟାଉନ ଗସ୍ତ କରି ସ୍ମାର୍ଟ କାର୍ଡ ବଣ୍ଟନ କରି
Read More...

ପାଟଣାଗଡରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପାଟଣାଗଡ : ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଳା ଗସ୍ତ କରି ପାଟଣାଗଡରେ ଦିବା ୧୨.୧ ମିରେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ସ୍ଥାନୀୟ ରମାଇଁ ହାଇସ୍କୁଲ ପଡିଆଠାରେ ଅବତରଣ କରିଥିଲେ । ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ୧୧୫.୧୩ କୋଟି ଟଙ୍କା ବିନିମୟର ୨୩ ଟି ବିଭିନ୍ନ ପ୍ରକଳ୍ପର
Read More...

ପୁଣି ଆଇପିଏଲରେ ପଶିଲା କରୋନା, ଟି ନଟରାଜନ ପଜିଟିଭ ଚିହ୍ନଟ

ଦୁବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଦ୍ୱିତୀୟ ପର୍ଯ୍ୟାୟରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ମଧ୍ୟରେ ଆଜି ହେବାକୁ ଥିବା ମ୍ୟାଚ ଉପରେ ସଂଶୟ ସୃଷ୍ଟି ହୋଇଛି । କାରଣର ସନରାଇଜର୍ସ ହାଇଦ୍ରାବାଦର ଦ୍ରୁତ ବୋଲର ଟି ନଟରାଜନ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ସଂପର୍କରେ ଆସିଥିବା
Read More...

ଏଣିକି କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତି ବ୍ରିଟେନ ଯାଇପାରିବେ

ନୂଆଦିଲ୍ଲୀ: କରୋନାକୁ ମାତ ଦେବା ପାଇଁ ସରକାର ଟିକାକରଣ ଅଭିଯାନକୁ ଜୋରଦାର କରିଛନ୍ତି ।  ଦେଶରେ ସର୍ବାଧିକ ଦିଆଯାଉଥିବା ଟିକା ମଧ୍ୟରେ କୋଭିସିଲ୍ଡ ଅନ୍ୟତମ । ତେବେ ନିକଟରେ କୋଭିସିଲ୍ଡକୁ ନେଇ ବିଟ୍ରେନ ପ୍ରତିକ୍ରୀୟାଶୀଳ ହୋଇପଡ଼ିଥିବାବେଳେ ଏବେ କିନ୍ତୁ ଭାରତର ଚେତାବନୀ ପରେ ନରମିଛି । 
Read More...

ଆଉ ଜଣେ ଆଞ୍ଜେଲ ପ୍ରିୟା ଗିରଫ

ଭୁବନେଶ୍ୱର: ଟଙ୍କା ଆୟ ପାଇଁ ଏବେ ନୂଆ ନୂଆ ତରିକା ଆପଣାଉଛନ୍ତି ଲୋକେ । ତେବେ ଫେସବୁକରେ ବନ୍ଧୁତା ସ୍ଥାପନ କରି ପରେ ବ୍ଲାକମେଲିଂ କରି ଟଙ୍କା ଆୟ କରିବା ଏବେ ଟ୍ରେଣ୍ଡ ପାଲଟିଯାଇଛି । ଅଧିକାଂଶ ମହିଳା ବା ଯୁବତୀ ଏପରି କରୁଥିବାବେଳେ ଯୁବବର୍ଗ ସେମାନଙ୍କ ଜାଲରେ ସହଜରେ ପଡ଼ିଯାଉଛନ୍ତି ।
Read More...

ଖାଦ୍ୟ ସୁରକ୍ଷା ଓ ଆବାସ ଯୋଜନାରୁ ବଞ୍ଚିତ ଆଦିବାସୀ ବୃଦ୍ଧା ସୀତା ପଧାନ

ଆଠମଲ୍ଲିକ,୨୨/୯- ରାଜ୍ୟ ସରକାର ଗରିବ ନିରାଶ୍ରୟମାନଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି କିନ୍ତୁ ଏହି ଯୋଜନା ସୁଫଳ ଗରିବ ଜନସାଧାରଣ ଠିକ୍‌ ଭାବେ ପାଇପାରୁନଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ ହୋଇଛି ଆଠମଲ୍ଲିକ ବ୍ଲକର ପୁରୁଣା ମାନତ୍ରୀ ପଂଚାୟତରୁ । କୈରିଘଣ୍ଟି ଗ୍ରାମର
Read More...

ସ୍କୁଲରେ ପଶି ଶିକ୍ଷୟିତ୍ରୀଙ୍କ ଗଳା କାଟିଦେଲା ଶିକ୍ଷକ ସ୍ବାମୀ!

ବଲାଙ୍ଗୀର: ସ୍କୁଲରେ ଶିକ୍ଷୟିତ୍ରୀ ସ୍ତ୍ରୀଙ୍କ ଗଳା କାଟିଦେଲେ ଶିକ୍ଷକ ସ୍ବାମୀ । ସ୍କୁଲ ଭିତରେ ପଶି ଜଣେ ଶିକ୍ଷୟିତ୍ରୀଙ୍କ ସ୍ବାମୀ ତାଙ୍କ ଗଳା କାଟିଦେଇଛନ୍ତି । ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ୍ ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା ଘଟିଛି । ଗୁରୁତର
Read More...