ପଞ୍ଚାୟତ ନିର୍ବାଚନ ନେଇ ଆସିଲା ବଡ଼ ଖବର

0 313

ଭୁବନେଶ୍ୱର: ଆଗକୁ ପଞ୍ଚାୟତ ନିର୍ବାଚନ ।  ଏନେଇ ସବୁ ଦଳ ସମେତ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।  ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ଏନେଇ ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି ଯେ, ଏଥର ପଞ୍ଚାୟତ ନିର୍ବାଚନରେ ସେଣ୍ଟ୍ରାଲ କାଉଣ୍ଟିଂ ହେବ । ପୋଲିଂ ସରିବା ପରେ ଭୋଟ ବାକ୍ସଗୁଡ଼ିକୁ ଷ୍ଟ୍ରଙ୍ଗ ରୁମରେ ରଖାଯିବ । ଭୋଟ ବାକ୍ସ ପାଇଁ ବ୍ଲକସ୍ତରରେ ଷ୍ଟ୍ରଙ୍ଗ ରୁମ ପ୍ରସ୍ତୁତ କରାଯିବ । ଏଥିଲାଗି ଅଧିକ ବାଲାଟ ବକ୍ସର ଆବଶ୍ୟକ ପଡ଼ିବ । ଯେତିକିଟି ବୁଥ ସେତିକିଟି ବାଲାଟ ବକ୍ସର ଆବଶ୍ୟକ ପଡ଼ିବ ବୋଲି ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି  ।

hiranchal ad1
Leave A Reply

Your email address will not be published.

two + 8 =