ପୁରୁଣାକଟକ ମା ଭୈରବୀଙ୍କ ଷୋଳ ପୂଜା ପାଇଁ ପ୍ରସ୍ତୁତି ବୈଠକ
ହରଭଙ୍ଗା/ପୁରୁଣାକଟକ,୧୯/୯- ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ପୁରୁଣାକଟକ ସ୍ଥିତ ମା' ଭୈରବୀଙ୍କ ପୀଠରେ ଷୋଳ ପୂଜା ପାଇଁ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚଳନା କମିଟି ସଭାପତି ସୁରେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଷୋଳ ପୂଜା ସମ୍ପର୍କିତ ବିଭିନ୍ନ!-->…
Read More...
Read More...