ଭୁବନେଶ୍ୱର ଆଇଜି ପାର୍କରେ ବଜ୍ରକାପ୍ତା ଡିଲ୍: ମାଡି ବସିଲା STF, ବେପାରୀ ଗିରଫ
ଭୁବନେଶ୍ବର : ବଜ୍ରକାପ୍ତା କାତି ଚୋରାଚାଲାଣ ବେଳେ ଧରାପଡିଲେ ଅଭିଯୁକ୍ତ । ଭୁବନେଶ୍ବର ଆଇଜି ପାର୍କ ନିକଟରୁ ଅଭିଯୁକ୍ତ ଧରାପଡିଛନ୍ତି । ତାଙ୍କ ନିକଟରୁ ପ୍ରାୟ ଅଧା କେଜି ବଜ୍ରକାପ୍ତା କାତି ଜବତ କରାଯାଇଛି ।
ଭୁବନେଶ୍ବର ଆଇଜି ପାର୍କ ନିକଟରେ ଡିଲ୍ ଚାଲିଥିବା ନେଇ କୌଣସି!-->!-->!-->!-->!-->…
Read More...
Read More...