କଂଗ୍ରେସ ଛାଡ଼ିବେ କ୍ୟାପଟେନ୍ ଅମରିନ୍ଦର ସିଂ; ଶାହାଙ୍କ ସହ ସାକ୍ଷାତ ପରେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: ପଞ୍ଜାବରେ ଚାଲିଥିବା ରାଜନୈନିକ ଝଡ଼ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ କଂଗ୍ରେସ ପାଇଁ ଆଉ ଏକ ସଙ୍କଟ ଆଣିଛନ୍ତି । ଖୁବଶୀଘ୍ର କଂଗ୍ରେସ ଛାଡ଼ିପାରନ୍ତି କ୍ୟାପଟେନ୍ ଅମରିନ୍ଦର ସିଂ । ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ‘ମୁଁ ବିଜେପିରେ ସାମିଲ…
Read More...

ସମ୍ବଲପୁର କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଲହଣ୍ଡା ଠାରେ ରାଲି ଓ ଜନସଭା ସହିତ ରାଷ୍ଟ୍ରୀୟ ପୋଷଣ…

ସମ୍ବଲପୁର : କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ସମ୍ବଲପୁର କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ସ୍ଥାନୀୟ ଲହଣ୍ଡା ଠାରେ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଯାଇଛି। ଏହାକୁ ଲହଣ୍ଡା ସରପଂଚ ଶ୍ରୀମତି ଉର୍ମିଳା ବାରିକ ପ୍ରଦୀପ ପ୍ରଜ୍ଜଳନ ପୁର୍ବକ ଉଦଘାଟନ…
Read More...

କେନାଲ୍ ଥାଇ ମଧ୍ୟ ତଳମୁଣ୍ଡରେ ନାହିଁ ପାଣି , ଦୁର୍ଦ୍ଦଶା ଭୋଗୁଛନ୍ତି ଚାଷୀ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବିନିକା ବ୍ଲକର ଅଧିକାଂଶ ଗାଁ ହେଉଛି ଜଳସେଚିତ । ଜାଲ ଭଳି ଏହି ବ୍ଲକର ବିଭିନ୍ନ ଅଞ୍ଚଳରେ ଛନ୍ଦି ହୋଇଛି ବରଗଡ ମୁଖ୍ୟ କେନାଲ । ବିନିକା ଏବଂ ଡୁଙ୍ଗୁରୀପାଲି ବ୍ଲକକୁ ସୁବର୍ଣ୍ଣପୁର ଜିଲ୍ଲାର ଭାତହାଣ୍ଡି ମଧ୍ୟ କୁହାଯାଏ । ତେବେ ପ୍ରତିବର୍ଷ…
Read More...

ସ୍ଵଚ୍ଛତା ଯାଞ୍ଚ୍ କଲେ N A C କର୍ତ୍ତୃପକ୍ଷ ; ଦୋକାନୀ ଗଣିଲେ ତଣ୍ଡ

ଗଞ୍ଜାମ : ପ୍ରଶାସନର ବାରମ୍ବାର ସଚେତନ ସତ୍ତ୍ୱେ ବେଲଗୁଣ୍ଠା ସହରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସ୍ଵଚ୍ଛତା ପ୍ରତି ଦୃଷ୍ଟି ନଦେବା, ପଲିଥିନର ବହୁଳ ବ୍ୟବହାର କରିବା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି I ତେଣୁ ଗଞ୍ଜାମ ଜିଲ୍ଳାପାଳଙ୍କ ଆହ୍ୱାନ କ୍ରମେ ବେଲଗୁଣ୍ଠା ଏନ୍ଏସି…
Read More...

୭୬ ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ

ନୂଆଦିଲ୍ଲୀ : ୭୬ ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ । ପ୍ରଣବ ମୁଖାର୍ଜୀଙ୍କ ପରେ ରାମନାଥ କୋବିନ୍ଦ ଭାରତର ୧୪ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ତାଙ୍କ ଜୀବନ ସଂଘର୍ଷରେ ପରିପୂର୍ଣ୍ଣ ଥିଲା। ରାମନାଥ କୋବିନ୍ଦ ୧୯୪୫ ମସିହାରେ ଅକ୍ଟୋବର ୧ ଏକ ସରଳ…
Read More...

ମଣ୍ଣିଂ ୱାର୍କ ଯାଇଥିବା ସମୟରେ ଲୁହା ରଡ୍‌ରେ ସାମ୍ବାଦିକଙ୍କୁ ଆକ୍ରମଣ କରି ମୋବାଇଲ ଛଡାଇନେଲେ ଦୁର୍ବୁତ୍ତ

ଭୁବନେଶ୍ୱର : ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରି ଲୁଟ ଉଦ୍ୟମ । ଆହତ ସାମ୍ବଦିକ ଜଣଙ୍କ ସତ୍ୟସୁନ୍ଦର ଭଞ୍ଜ ବୋଲି ଜଣାଯାଇଛି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ମିିଳିଥିବା ସୂଚନା ମୁତାବକ ଭୁବନେଶ୍ୱରର ଡେଲଟା…
Read More...

ଯୁକ୍ତ ଦୁଇ ଅସନ୍ତୁଷ୍ଟଙ୍କ ଲାଗି ଆଜିଠାରୁ ଆରମ୍ଭ ଅଫଲାଇନ୍ ପରୀକ୍ଷା

ଭୁବନେଶ୍ୱର : ଓଡ଼ିଶାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସସି) ଦ୍ୱାରା ପରିଚାଳିତ ଯୁକ୍ତ-୨ ଅଫଲାଇନ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଅକ୍ଟୋବର ୧୧ ପର୍ଯ୍ୟନ୍ତ ଏହି ପରୀକ୍ଷା ଜାରି ରହିବ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ ଗାଇଡଲାଇନ ଅନୁଯାୟୀ ରବିବାର ମଧ୍ୟ…
Read More...

ଅକ୍ଟୋବର ୩୦ ଯାଏଁ ବଢିଲା ଫିଟନେସ୍, ଡ୍ରାଇଭିଂ ଲାଇସେନ୍ସ ଅବଧୀ, ବିଜ୍ଞପ୍ତି ଜାରି କଲା ଏସଟିଏ

ଭୁବନେଶ୍ୱର : ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଆସନ୍ତା ଏକ ମାସ ପାଇଁ ଫିଟନେସ୍, ଅନୁମତି, ଡ୍ରାଇଭିଂ ଲାଇସେନ୍ସ ଏବଂ ସମସ୍ତ ଯାନ ଏବଂ ଡ୍ରାଇଭିଂ ଲାଇସେନ୍ସର ଫିଟନେସ୍ ଏବଂ ପଞ୍ଜୀକରଣ ପ୍ରମାଣପତ୍ର,…
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଯୌତୁକ ଜନିତ ବଧୁହତ୍ୟା ଅଭିଯୋଗ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ ଯୌତୁକ ଜନିତ ବଧୁହତ୍ୟା ଅଭିଯୋଗ । ସୋନପୁର ଥାନା ପଟାଭାଡିର ଶଙ୍କର ମେହେରଙ୍କ ସ୍ତ୍ରୀ ବନିତା ମେହେରଙ୍କ ଗତ ରାତିରେ ସନ୍ଦେହ ଜନକଭାବେ ମୃତ୍ୟୁ ହୋଇଥିଲା । ଶାଶୁ ଘର ଲୋକ ବନିତାଙ୍କୁ ଡାକ୍ତରଖାନକୁ ଆଣିଥିବାବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା…
Read More...

ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଦାରିଙ୍ଗବାଡି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସାରିଙ୍ଗିଇର୍ପି ଠାରେ ଦାରିଙ୍ଗବାଡି ବ୍ଲକ ବିଜୁ ଯୁବ ଜନତା ଦଳ ତରଫରୁ ବ୍ଲକ ଯୁବ ସଭାପତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମୂଖ୍ୟ ଅତିଥି ଭାବରେ ଅନୁସୂଚିତ…
Read More...