ସାପ କାମୁଡା ରେ ଯୁବକ ମୃତ

ଦଶପଲ୍ଲା :ନୟାଗଡ଼ ଜିଲ୍ଲାରେ ସାପ କାମୁଡାରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ଆଜି ସାପ କାମୁଡାରେ ଜଣେ ଯୁବକଙ୍କ ମୃତ ହୋଇଛି । ଇଟାମାଟି ଥାନା ଅନ୍ତର୍ଗତ ଚମ୍ପତ୍ତିପୁର ଗ୍ରାମ ପଞ୍ଚାୟତର ଚମ୍ପତ୍ତିପୁର ତଳସାହି ବାସିନ୍ଦା ପ୍ରଶାନ୍ତ କୁମାର ବିଶ୍ୱାଳଙ୍କ (୩୨) ମୃତ ହୋଇଛି ।…
Read More...

କରମଙ୍ଗା ଗ୍ରାମ୍ୟ କମିଟି ପକ୍ଷରୁ ଭରତଚନ୍ଦ୍ର ନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଓ ଶୋକସଭା

କୋଣାର୍କ : କୋଣାର୍କ ଏନଏସିର ବରିଷ୍ଠ ବିଜେଡି ନେତା ତଥା କରମଙ୍ଗା ଗ୍ରାମର ମୁରବୀ ସ୍ୱର୍ଗତ ଭରତ ଚନ୍ଦ୍ର ନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଏକ ଶୋକସଭା କରମଙ୍ଗା ଗ୍ରାମ୍ୟ କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ କମିଟି ଅସ୍ଥାୟୀ ସଭାପତି ଭାସ୍କର ଚନ୍ଦ୍ର ବେହେରାଙ୍କ…
Read More...

କୋସଲି ଡେରାର କୋସଲି ସଂସ୍କୃତି ଦିନ ପାଳିତ

ପାଟଣାଗଡ଼ : ଅଗ୍ରଣୀ କୋସଲି ସାହିତ୍ୟିକ ଅନୁଷ୍ଠାନ କୋସଲି ଡେରା ପକ୍ଷରୁ କୋସଲି ରାମାୟଣର ରଚୟିତା କୋସଲି ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କର ଜନ୍ମ ଦିବସ ଅବସରରେ କୋସଲି ସଂସ୍କୃତି ଦିନ ପାଳିତ ହୋଇଯାଇଛି । ବୈଠକ ପୂର୍ବରୁ ମାଁ ପାଟଣେଶ୍ୱରୀଙ୍କ ମନ୍ଦିରଠାରୁ ଏକ ଶୋଭାଯାତ୍ରା ବାହାରି ସ୍ଥାନୀୟ…
Read More...

ଉପାନ୍ତ ଅଭିଶପ୍ତ ଆଦିବାସୀ ଗାଁ ‘ଜୁନିଆନ’

ସୁନ୍ଦରଗଡ : ସୁନ୍ଦରଗଡ ଜିଳ୍ଳାର ଉପାନ୍ତ ଅଂଚଳ ଭାବେ ପରିଚିତ ରାଜବାହାଲ ପଞ୍ଚାୟତ ଆଜି ସରକାରଙ୍କ ଦୃଷ୍ଟି ଅଢୁୃଆଳରେ ରହିଯାଇଥିବା ବେଳେ ସ୍ୱାଧୀନତାର ଦୀର୍ଘ ସାତ ଦଶନ୍ଧି ପରେ ମଧ୍ୟ ପଞ୍ଚାୟତ ବାସୀ ସର୍ବନିମ୍ନ ମୌଳିକ ସୁବିଧା ପାଇବାରୁ ବଞ୍ଚିତ । ଏହି ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଘାଟୀ…
Read More...

ବୁର୍ଲା ଭିସୁଟରେ ଗଣ୍ଡଗୋଳ, ବିଦା ହେଲେ୧୨ ଛାତ୍ର

ସମ୍ବଲପୁର : ର‍୍ୟାଗିଂ କରି ବିଦା ହେଲେ। ବୁର୍ଲା ଭିସୁଟ ଛାତ୍ର ଗଣ୍ଡଗୋଳ ଘଟଣାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ୨ ଜଣ ଛାତ୍ରଙ୍କୁ ୨ ବର୍ଷ ଏବଂ ଅନ୍ୟ ୧୦ ଜଣ ଛାତ୍ରଙ୍କୁ ବର୍ଷେ ପାଇଁ ବହିଷ୍କାର କରାଯାଇଛି। ସୂଚନାଯୋଗ୍ୟ ଯେ ଗତ ୨୨ ତାରିଖରେ ପୁଲହ ହଷ୍ଟେଲରେ ଜଣେ ତୃତୀୟ ବର୍ଷର…
Read More...

ପିପିଲି ଉପନିର୍ବାଚନ ପାଇଁ ଭୋଟିଂ ଜାରି; ଦିନ ୧ଟା ସୁଦ୍ଧା ୪୫.୩୨% ମତଦାନ

ପିପିଲି : ପିପିଲି ଉପନିର୍ବାଚନ ମତଦାନ ଜାରି ରହିଛି । ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଦିନ ୧ଟା ସୁଦ୍ଧା ପିପିଲିରେ ୪୫.୩୨% ଭୋଟିଂ ହୋଇଛି । ଆଜି ପିପିଲି ପାଇଁ ନେତା ବାଛୁଛନ୍ତି ମତଦାତା । ତେବେ ବିଜେଡି ପ୍ରାର୍ଥୀ ତଥା ବିବଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର…
Read More...

ଅଭିନେତ୍ରୀ ଶ୍ୱେତା ତିୱାରୀ ଭର୍ତ୍ତି ହେଲେ ମେଡିକାଲରେ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କୁ ଦୁର୍ବଳତା ଓ ଲୋ ବ୍ଲଡ ପ୍ରେସର କାରଣରୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଶ୍ୱେତାଙ୍କ ଟିମ୍ ପକ୍ଷରୁ କୁହାଯାଇଛି ଯେ, ଅଭିନେତ୍ରୀ ଲଗାତାର ନିଜର ବ୍ୟସ୍ତବହୁଳ କାମରେ ବ୍ୟସ୍ତ ହେବା କାରଣରୁ ଶରୀରକୁ ଯଥେଷ୍ଟ ଆରାମ ଦେଇନଥିଲେ । ଏହି…
Read More...

ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ଉଦଘାଟିତ

ବୌଦ୍ଧ,୩୦/୯- ଜିଲ୍ଲା ସଂଗ୍ରହାଳୟରେ ଠାରେ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ବବିତାରାଣୀ ଦଳବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର…
Read More...

ଅକ୍ଟୋବର ୧ରୁ ଦିଲ୍ଳୀରେ ସମସ୍ତ ବେସରକାରୀ ମଦ ଦେକାନ ବନ୍ଦ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ ହେବା ପରେ ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୧ ତାରିଖ ଠାରୁ ସମସ୍ତ ବେସରକାରୀ ମଦ ଦୋକାନ ଗୁଡ଼ିକ ବନ୍ଦ ରହିବ। ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି ଅନୁସାରେ ୨୬୬ ବେସରକାରୀ ମଦ ଦୋକାନ ସହିତ ସମସ୍ତ ଦୋକାନକୁ ଟେଣ୍ଡର…
Read More...

‘ଭୁଲ୍ ଭୁଲେୟା-୨’ର ଫାଷ୍ଟ ଟିଜର୍ ରିଲିଜ୍‌

ମୁମ୍ବାଇ : ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇବା ପରେ ସରକାର କୋଭିଡ କଟକଣାକୁ କୋହଳ କରିଛନ୍ତି । ମହାରାଷ୍ଟ୍ରରେ ସିନେମା ହଲ ଖୋଲିବାକୁ ସରକାର ଘୋଷଣା କରିଛନ୍ତି । ଏନେଇ ଚଳଚ୍ଚିତ୍ର ନିର୍ମାତା ଏବଂ ଅଭିନେତାମାନେ ଖୁବ ଖୁସି ହେବା ସହିତ ଫିଲ୍ମ ରିଲିଜ୍‌କୁ ନେଇ ଆଗ୍ରହ ରଖିଛନ୍ତି…
Read More...