ଖୁସି ଖବର, ଷ୍ଟାଡିୟମରେ ଆଇପିଏଲ ମ୍ୟାଚ୍ ଦେଖିପାରିବେ ଦର୍ଶକ
ଦୁବାଇ : ଆଇପିଏଲ୍ ୨୦୨୧ ର ଦ୍ୱିତୀୟ ପର୍ଯ୍ୟା ୟୁଏଇରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ । ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି । ବର୍ତ୍ତମାନ କ୍ରିକେଟ୍ ପ୍ରଶଂସକମାନେ ଷ୍ଟାଡିୟମକୁ ଯାଇ ମ୍ୟାଚ୍ ଉପଭୋଗ କରିପାରିବେ । ଏ ବିଷୟରେ!-->…
Read More...
Read More...