କୃଷି କାର୍ଯ୍ୟାଳୟ କର୍ମଚାରୀ କରିପାରିବେନି ମୋବାଇଲ ସ୍ୱିଚ୍ ଅଫ

ଭୁବନେଶ୍ୱର : ମୋବାଇଲ ସ୍ୱିଚ ଅଫ କରିପାରିବେ ନାହିଁ କୃଷି କାର୍ଯ୍ୟାଳୟ ଅଧିକାରୀ, କର୍ମଚାରୀ । ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସପ୍ତାହରେ ସାତ ଦିନ କାର୍ଯ୍ୟାଳୟ ଖୋଲିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି କୃଷି ମନ୍ତ୍ରୀ ଡ. ଅରୁଣ ସାହୁ । ଅନାବୃଷ୍ଟି ଯୋଗୁଁ ହେଉଥିବା ଫସଲ ନଷ୍ଟ ନେଇ
Read More...

ଛେଳି ଚରାଉଥିଲେ, ଏବେ ରାଜସ୍ଥାନ ପାଇଁ କ୍ରିକେଟ ଖେଳିବେ ଅନୀଶା

ଜୟପୁର : ଚ୍ୟାଲେଞ୍ଜର କ୍ରିକେଟ୍‌ ଟ୍ରଫି -୧୯ ପାଇଁ ବାଡମେର ଜିଲ୍ଲାର ଏକ ଛୋଟ ଗାଁ କାନସରର ଅନୀଶା ବାନୋ ମେହତଙ୍କୁ ଚୟନ କରାଯାଇଛି । ୨୭ ଅଗଷ୍ଟରେ ଜୟପୁରର ସବାଇ ମାନ୍‌ ସିଂ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଟ୍ରାଏଲରେ ସେ ବୋଲର ଭାବରେ ମନୋନୀତ ହୋଇଥିଲେ । ଅନିଶା ସମାଜ ତଥା ଜିଲ୍ଲାର
Read More...

ବୌଦ୍ଧ: ଜିଲ୍ଲା କଂଗ୍ରେସ କମିଟି ତରଫରୁ ୬ ଘଣ୍ଟିଆ ବନ୍ଦ୍‌ ପାଳିତ

ବୌଦ୍ଧ,୬/୯- ଆଜି ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ତରଫରୁ ବିଭିନ୍ନ ଦାବିନେଇ ସକାଳ ୬ଘଣ୍ଟାରୁ ଦିନ ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ୍‌ ପାଳିତ ହୋଇଯାଇଛି । ଗାଡିମୋଟର, ଦୋକାନବଜାର , ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ, ବ୍ୟାଙ୍କ, କୋର୍ଟ କଚେରୀ, ବିଭିନ୍ନ ଶିକ୍ଷାନୁଷ୍ଠାନ ସଂପୂର୍ଣ୍ଣ ବନ୍ଦ
Read More...

କିମ୍‍ସରେ ସ୍ପାଇନାଲ୍‍ ଇନ୍‍ଜୁରୀ ପ୍ରତିରୋଧ ଦିବସ

ସାଂପ୍ରତିକ ସମୟରେ ଯେଉଁ ସବୁ ରୋଗଗୁଡ଼ିକ ଦେଖାଯାଉଛି ସେଥିମଧ୍ୟରୁ ମେରୁଦଣ୍ଡ ଆଘାତ ଜନିତ ସମସ୍ୟା ବହୁଳ ମାତ୍ରାରେ ଦେଖାଯାଉଛି । ଅଧିକାଂଶ ଯୁବଗୋଷ୍ଠୀ ଏଥିରେ କବଳିତ ହୋଇପଡ଼ୁଛନ୍ତି । ଦୁର୍ଘଟଣା କିମ୍ବା ଉପର ସ୍ଥାନରୁ ପଡ଼ିଯିବା ଆଦି ବିଭିନ୍ନ କାରଣରୁ ଅଧିକାଂଶ ଲୋକ ମେରୁଦଣ୍ଡ ଆଘାତ ଜନିତ
Read More...

ମହାରାଜାଙ୍କ ବାଳକ ଉଚ୍ଚ଼ ବିଦ୍ୟାଳୟରେ ‘ଫିଟ୍‌ ଇଣ୍ଡିଆ ଫ୍ରିଡ଼ମ୍‌ ରନ’

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ଼ ବିଦ୍ୟାଳୟ ପରିସରରେ ୨ ଓଡିଶା ବାଟାଲିଏନ୍‌ ଏନ୍‌.ସି.ସି ପକ୍ଷରୁ "ଫିଟ୍‌ ଇଣ୍ଡିଆ ଫ୍ରିଡ଼ମ୍‌ ରନ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ୟ୍ୟକ୍ରମକୁ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା
Read More...

ନୂଆଗଡ ବ୍ଲକରେ ଅଣ୍ଟା ଭିଡୁଛି କଂଗ୍ରେସ ଦଳ

ନୂଆଗଡ: ମୋହନା ବିଧାୟକ ଦାଶରଥି ଗମାଙ୍ଗ ସମେତ କଂଗ୍ରେସ କୃଷି ସେଲ ରାଜ୍ୟ ଅଧକ୍ଷ ରଶ୍ମି ରଞ୍ଜନ ପଟନାୟକ, କଂଗ୍ରେସ ଜିଲ୍ଲା ସମ୍ପାଦକ ପୁରୁଷୋତ୍ତମ ପାଣିଗ୍ରାହୀ, କଂଗ୍ରେସ ବ୍ଲକ ସଭାପତି ଯାକୁବ ରାଇକା, ବ୍ଲକ ସଭାଧକ୍ଷା ଗୁଡୁବାଇ ମଣ୍ଡଳଙ୍କ ମିଳିତ ଆନୁକୂଲ୍ୟରେ ନୂଆଗଡ ବ୍ଲକର ପ୍ରାୟ ବହୁ
Read More...

ରେଢାଖୋଲ ଅଞ୍ଚଳରେ ଚାଞ୍ଚଲ୍ୟ : ବିଧବା ମହିଳାଙ୍କୁ ବିଭତ୍ସ ହତ୍ୟା, ୩ନାବଳକ ସମେତ ୪ ଅଟକ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଅଞ୍ଚଳରେ ଆଜି ଏକ ହତ୍ୟାକାଣ୍ଡକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ରେଢାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡାମାଲ ଗାଁରେ ପୂର୍ବ ବିବାଦକୁ ନେଇ ଜଣେ ବିଧବା ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବାର ଖବର ମିଳିଛି । ପ୍ରଥମେ ମହିଳାଙ୍କୁ ପନିକିରେ ଅକ୍ରମଣ
Read More...

ମହିଳା ଉଚ୍ଚ଼ ମାଧ୍ୟମିକ ବିଦ୍ୟାଳୟରେ ପରିବେଶ ସଚେତନ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ଼ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ଦ୍ୱାରା ପରିବେଶ ସଚେତନ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ସେପ୍ଟେମ୍ବର ୧ ତାରିଖ ଠାରୁ ୪ ତାରିଖ ମଧ୍ୟରେ ପର୍ଯ୍ୟାୟ କ୍ରମେ ପାଳିତ ହୋଇଯାଇଛି ।ପ୍ରଥମ ଦିନରେ
Read More...

ପଞ୍ଜଶୀରକୁ କବଜା କଲା ତାଲିବାନ !

କାବୁଲ:ଆଫଗାନିସ୍ତାନରେ କ୍ଷମତା ଦଖଲ ପରେ ତାଲିବାନ ଆଫଗାନିସ୍ତାନ ନ୍ୟାସନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ ସହିତ ପଞ୍ଜଶୀର ଉପତ୍ୟକାକୁ କାବୁ କରିବା ପାଇଁ ଲଢେଇ ଜାରି ରଖିଛି । ଏହି ସମୟରେ ତାଲିବାନ ସୋମବାର ପଞ୍ଜଶୀର ଉପତ୍ୟକାକୁ ସମ୍ପୂର୍ଣ୍ଣ ଦଖଲ କରିଥିବା ଦାବି କରିଛି । ଗଣମାଧ୍ୟମର ରିପୋର୍ଟ
Read More...

ଉତ୍ତର ଭୁବନେଶ୍ୱରରେ ଦୁଇଗୋଟି ମେଗା ‘ଜୀବନବିନ୍ଦୁ’ ରକ୍ତଦାନ ଶିବିର ଆୟୋଜନ

ଭୁବନେଶ୍ୱର : ଓଡିଶା ମୋ ପରିବାର ତରଫରୁ ମଞ୍ଚେଶ୍ୱର ଲା -ଫିଏଷ୍ଟା ମଣ୍ଡପ ଭୁବନେଶ୍ୱର ଉତ୍ତର ବିଜେଡ଼ି ସଭାପତି ସୂର୍ୟ୍ୟକାନ୍ତୀ ଜେନା ଓ ବିଜେଡ଼ି ନେତା କଞ୍ଜେଷ୍ଟର ଜେନା ଓ ଚିତ୍ତରଞ୍ଜନ ଦାସଙ୍କ ସହଯୋଗରେ ଓ ଭୁବନେଶ୍ୱର ପଳାସୁଣୀ ଦୁର୍ଗା ପୂଜା ମଣ୍ଡପ ନିକଟରେ ଜିଲ୍ଲା ଛାତ୍ର ବିଜେଡ଼ି
Read More...