କିଟ୍‍ ଓ କିସ୍‍ ପକ୍ଷରୁ ଅଲିମ୍ପିଆନ୍‍ଙ୍କୁ ସମ୍ବର୍ଦ୍ଧନା : ପ୍ରମୋଦ ଓ ଦୂତୀଙ୍କ ନାମରେ ନାମିତ ହେବ କିଟ୍‍ର ଦୁଇ…

ଭୁବନେଶ୍ୱର: କିଟ୍‍ ଓ କିସ୍‍ ସର୍ବଦା କ୍ରୀଡ଼ା ଓ କ୍ର୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହିତ କରିଥାଏ । ୨୦୦୫ରୁ କିଟ୍‍ ଓ କିସ୍‍ ପକ୍ଷରୁ ଶିକ୍ଷା ସହ କ୍ରୀଡ଼ାକୁ ସମାନ ଗୁରୁତ୍ୱ ଦିଆଯାଇ ସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହିତ କରାଯାଇଆସୁଛି । କ୍ରୀଡ଼ାର ଉନ୍ନତି ପାଇଁ କିଟ୍‍ ଓ…
Read More...

ଫେବୃଆରୀ ୧୫ରେ ବାରବାଟୀରେ ଟି-୨୦

କଟକ : ଫେବୃଆରୀ ୧୫ରେ ବାରବାଟୀରେ ଖେଳାଯିବ ଭାରତ-ଇଣ୍ଡିଜ୍‌ ଟି-୨୦ । ଏ ସମ୍ପର୍କରେ ଆଜି ଓସିଏ ସମ୍ପାଦକ ସଞ୍ଜୟ ବେହରା ସୂଚନା ଦେଇଛନ୍ତି । ଭାରତୀୟ କ୍ରିକେଟ୍‌ ଦଳର ଘରୋଇ ଶୃଙ୍ଖଳାର ଖେଳସୂଚୀ ପ୍ରସ୍ତୁତ ହୋଇଛି । ଖେଳସୂଚୀ ଅନୁସାରେ କଟକର ବାରବାଟୀ ଷ୍ଟାଡିୟମ୍‌ ରେ ୨୦୨୨ ଫେବୃଆରୀ ୧୫ରେ…
Read More...

ଆସିଲା ରାୟୁଡୁଙ୍କ ଆହତ ସଂପର୍କରେ ତାଜା ରିପୋର୍ଟ

ଦୁବାଇ : ଗତକାଲି ଆଇପିଏଲ-୨୧ର ଦ୍ୱିତୀୟ ଚରଣ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହୋଇଥିଲେ । ଚେନ୍ନାଇର ବ୍ୟାଟିଂ ସମୟରେ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଆମ୍ବାତି ରାୟୁଡୁ ଆହତ ହୋଇଥିଲେ । ସେ ମାତ୍ର ୩ ଟି ବଲ ଖେଳି ରିଟିୟାର୍ଟ…
Read More...

ଟାଟା ପାୱାର ପକ୍ଷରୁ ଲଗାଯାଇଥିବା ମିଟରରେ ବ୍ୟାପକ ଅନିୟମିତତା ଅଭିଯୋଗ

ପୁରୀ : ପୁରୀ ସହରର ଉପଭୋକ୍ତାମାନଙ୍କ ଘରେ ଟାଟା ପାୱାର ପକ୍ଷରୁ ଲଗାଯାଇଥିବା ମିଟରରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି । ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଏବେ ଅତ୍ୟଧିକ ବିଦ୍ୟୁତ ବିଲ ଦେବାକୁ ବାଧ୍ୟ କରାଯାଉଥିବା ବେଳେ ସେମାନଙ୍କୁ ବେଆଇନ ଭାବେ ମିଟର ପରିବର୍ତ୍ତନ କରିବାକୁ ବାଧ୍ୟ…
Read More...

ବଜ୍ରାଘାତରେ ବିଧବାଙ୍କ ମୃତ୍ୟୁ, ବେସାହାରା ହେଲେ ଭାଇଭଉଣୀ

କଣ୍ଟାବାଞ୍ଜି :ବଲାଙ୍ଗୀର ଜିଲ୍ଲା ତୁରିକେଲା ଅନ୍ତର୍ଗତ ବଡ଼ବାଙ୍କି ପଞ୍ଚୟତ ଜାମକି ଗାଁର ୪୫ ବର୍ଷୀୟ ବିଧବା ମହିଳା ନୃପତି ମାଂଝିଙ୍କ ବଜ୍ରାଘାତରୁ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାକ୍ରମେ ରବିବାର ଦିନ ନିଜ କ୍ଷେତରୁ ଘରକୁ ଫେରୁଥିବା ବେଳେ ଗାଁରୁ ୨୦୦ ମିଟର ଦୂରତାରେ ଥିବା ସମୟରେ ଜୋର…
Read More...

ବିଶ୍ୱ ବିଦ୍ୟାଳୟରେ ଆତଙ୍କ ଖେଳାଇଲେ ବନ୍ଧୁକଧାରୀ : ୮ ମୃତ, ୧୦ ଆହତ

ମସ୍କୋ: ସୋମବାର ସକାଳେ ଋଷର ପର୍ମ ସହରର ଏକ ବିଶ୍ୱବିଦ୍ୟାଳୟରେ ଜଣେ ବନ୍ଧୁକଧାରୀ ଆତଙ୍କ ଖେଳାଇଛନ୍ତି । ତାଙ୍କ ଗୁଳିରେ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ରୁ ଅଧିକ ଆହତ ହୋଇଥିବା ଜଣାପଡିଛି ।ପର୍ମ ଷ୍ଟେଟ ୟୁନିଭରସିଟିର ସୂଚନା ଅନୁଯାୟୀ ଅଜ୍ଞାତ ଅପରାଧୀ ଏକ ମାରାତ୍ମକ…
Read More...

ହାତ କାଟିଦେଲେ ଛାତ୍ରୀ

ଭୁବନେଶ୍ୱର: ଉଚିତ୍ ମୁଲ୍ୟାୟନ ଦାବିରେ ସିଏଏସଇ ସାମନାରେ ହାତ କାଟିଦେଲେ ଛାତ୍ରୀ । ଯୁକ୍ତ ୨ ଏକ୍ସ ରେଗୁଲାର୍ ଡ୍ରପଆଉଟ୍ ଛାତ୍ରୀ ହାତ କାଟିଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ଛାତ୍ରୀ ଜଣ ହାତ କାଟିଦେଇଛନ୍ତି । ଦଶମ ନମ୍ବର ଆଧାରରେ ଯୁକ୍ତ ଦୁଇ ମୂଲ୍ୟାୟନ ଦାବିରେ…
Read More...

‘ସ୍ୱର୍ଗକୁ ସିଡ଼ି’ ଭାଙ୍ଗିବାକୁ ଯୋଜନା କରାଯାଉଛି କାହିଁକି, ଜାଣନ୍ତୁ ଏହାର କାରଣ

ଆମେରିକାର ହାୱାଇ ରାଜ୍ୟରେ ହୋନଲୁଲୁରେ ୩୯୨୨ ଷ୍ଟେପ୍ ଥିବା ଏକ ସିଡ଼ି ରହିଛି । ଯାହା ଲୋକଙ୍କୁ ହେକୁ ଉପତ୍ୟକା ଠାରୁ ୨୪୦୦ ଫୁଟ ଉଚ୍ଚକୁ ନେଇଥାଏ । ‘ସ୍ୱର୍ଗକୁ ସିଡ଼ି’ ନାମରେ ଜଣାଶୁଣା ଏହି ପାର୍ବତ୍ୟ ରାସ୍ତାରେ ଚଢିବା ପାଇଁ ପ୍ରତିବର୍ଷ ଶହ ଶହ ଲୋକ ପହଞ୍ଚନ୍ତି, କିନ୍ତୁ ବର୍ତ୍ତମାନ ଏହି…
Read More...

ମରାମତି ପାଇଁ ତିନିଦିନ ବନ୍ଦ ରହିବ ହୀରାକୁଦ ରୋପୱେ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ବିହଙ୍ଗମ ଦୃଶ୍ୟ ଉପଭୋଗ କରିବା ଏକ ବିରଳ ଅନୁଭୂତି । ଏଣୁ ଜବାହର ଉଦ୍ୟାନ ଓ ଗାନ୍ଧୀ ମୀନାର ମଧ୍ୟରେ ସଞ୍ଚାଳିତ ରୋପୱେ ସେଠାକୁ ପ୍ରତିଦିନ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର ଏକ ମୁଖ୍ୟକେନ୍ଦ୍ର ରୂପେ ଲୋକପ୍ରିୟ । ଏହାର ଦୈନନ୍ଦିନ ରକ୍ଷଣାବେକ୍ଷଣ ଓ…
Read More...

ପ୍ରଧାନମନ୍ତ୍ରୀ ପଦ ପାଇଁ ମମତା ଦୃଢ ଦାବିଦାର : ବାବୁଲ ସୁପ୍ରିଓ

କୋଲକତା : ଭାରତୀୟ ଜନତା ପାର୍ଟି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିଓ ଆଜି ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ । ବୌଠକ ପୂର୍ବରୁ ସେ ମମତାଙ୍କୁ ୨୦୨୪ ରେ ବିରୋଧୀଙ୍କ ଚେହେରା ବୋଲି ବର୍ଣ୍ଣନା କରିଛନ୍ତି ।ବାବୁଲ ସୁପ୍ରିଓ…
Read More...