ପ୍ରଶାସନ ନଶୁଣିବାରୁ ରାସ୍ତା ନିର୍ମାଣ କଲେ ସ୍ୱେଚ୍ଛାସେବୀ

ବୌଦ୍ଧ/ଜହ୍ନ ।ପଙ୍କ,୮/୯- ବାରମ୍ବାର ଜିଲ୍ଲା ପ୍ରଶାସନକୁ ଗୁହାରୀ କଲେ । ଏପରିକି ବୌଦ୍ଧ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟକୁ ବି ଘେରିଲେ କିଛି ଫଳ ହେଲାନାହିିଁ । ଶେଷରେ ଗ୍ରାମର କିଛି ସ୍ୱେଚ୍ଛାସେବୀ ମିଶି ରାସ୍ତା ନିର୍ମାଣ କଲେ । ଏଭଳି ଦୃଶ୍ୟ ଦେଖିବ ।କୁ ମିଳିଛି ବୌଦ୍ଧବ୍ଲକ ଖୁଂଟବନ୍ଧ…
Read More...

ଏସଓପିକୁ ନେଇ ଭକ୍ତ ସନ୍ତୋଷ

ପୁରୀ,୮/୯- ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥା ନେଇ ଥିବା ଏସଓପିକୁ ସାମାନ୍ୟ କୋହଳ କରାଯାଇଛି । ଭକ୍ତମାନେ ଏଣିକି ଶନିବାର ଦିନ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ସେହିପରି ସକାଳ ୭ ଟା ରୁ ସନ୍ଧ୍ୟା ୭ ଟା ଯାଏ ଥିବା ଦର୍ଶନ ସମୟ ଅବଧିକୁ ରାତି ୯ ଟା ଯାଏ ବଢ଼ାଇ…
Read More...

ବିଜେପି ହିଁ ବୌଦ୍ଧର ଉନ୍ନତି କରିପାରିବ – ଲେଖାଶ୍ରୀ ସାମନ୍ତସିଂହାର

ବୌଦ୍ଧ,୮/୯- ବିଜେପି ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଦୁଇଦିନିଆ ବୌଦ୍ଧଗସ୍ତରେ ଆସି ଆଜି ସ୍ଥାନୀୟ ସର୍କିଟ ହାଉସଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଜେପି କ୍ଷମତାକୁ ଆସିଲେ ଜିଲ୍ଲାର ଉନ୍ନତି କରିପାରିବ ବୋଲି କହିଛନ୍ତି । ଜିଲ୍ଲା ଗଠନ ହେବାର ୨୭ ବର୍ଷ…
Read More...

ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ଭୋଇ

ପାଟଣାଗଡ଼ : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ଭୋଇ । ଆୟ ବର୍ହିଭୂତ ସମ୍ପତ୍ତି ଠୁଲ ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଳକ ଚଳକି ପିଇଓ ବିଶ୍ୱମ୍ବର ଭୋଇଙ୍କ ଘରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଏକକାଳୀନ ପାଟଣାଗଡ଼…
Read More...

ପୁରୀ ଜିଲ୍ଲାପାଳଙ୍କ ଅଫିସ ଘେରାଉ କଲେ ବସ୍ତିବାସିନ୍ଦା

ପୁରୀ : ପୁରୀରେ ଅନେକ ବସ୍ତି ବାସିନ୍ଦା ରାଜ୍ୟ ଜାଗା ମିଶନ ଯୋଜନାରୁ ବାଦ ପଡିଛନ୍ତି । ବିଭିନ୍ନ ନିୟମକୁ ଆଳ କରି ପୁରୀ ଜିଲ୍ଲା ପ୍ରଶାସନ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ କରୁନଥିବା ଅଭିଯୋଗ ନେଇ ଆଜି ସିଟି ରୋଡ଼ ବାଙ୍କୀ ମୁହାଣ ଅଂଚଳର ୪ଟି ବସ୍ତି ବାସିନ୍ଦା ପୁରୀ ଜିଲାପାଳଙ୍କ ଅଫିସ…
Read More...

ଆଇସିସି ଟେଷ୍ଟ ମାନ୍ୟତାରେ ରୋହିତଙ୍କୁ ଫାଇଦା, ପ୍ରଥମ ଥର ହାସଲ କଲେ ଏହି ଉପଲବ୍ଧି

ନୂଆଦିଲ୍ଲୀ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଶେଷ ହେବା ପରେ ଆଇସିସି ଆଜି ଟେଷ୍ଟ ମାନ୍ୟତା ଘୋଷଣା କରିଛି । ଏଥିରେ ଭାରତର ଓପନର ରୋହିତ ଶର୍ମାଙ୍କୁ ଅଧିକ ଫାଇଦା ମିଳିଛି । ଯଦିଓ ରୋହିତ ୫ ନମ୍ବରରେ ଅଛନ୍ତି କିନ୍ତୁ ପ୍ରଥମ ଥର ତାଙ୍କ ରେଟିଂ ପଏଣ୍ଟ ୮୦୦…
Read More...

ପ୍ରମୋଦ ଭଗତଙ୍କୁ ୬ କୋଟି

ଭୁବନେଶ୍ୱର: ଟୋକିଓ ପାରାଲିମ୍ପିକ୍ସରୁ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡିଆ ପୁଅ ପ୍ରମୋଦ ଭଗତଙ୍କୁ ୬ କୋଟିର ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ପୂର୍ବରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଲେ ୬ କୋଟି ଟଙ୍କା ପୁରସ୍କାର ଦିଆଯିବ…
Read More...

କାଦୁଅ ପଚପଚ ରାସ୍ତାରେ ଧାନତଳି ରୋଇଲେ ଗ୍ରାମବାସୀ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଳକ ଅନ୍ତର୍ଗତ ବିଲାବାଡି ରାଜସ୍ୱ ଗ୍ରାମର ପଦାସାହି, ରେକାପଡି, ବାଡିଆନାଜୁ,ମହାନାଜୁ ଓ ସୀତାପଡି ଗ୍ରାମର ଏଗାର ଶହ ପରିବାରର ଦୁଇ ହଜାର ଜନସଂଖ୍ୟା ଅଂଚଳରେ ରାସ୍ତା ଖଣ୍ଡିଏ ନଥିବାରୁ ସେହି ଅଂଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି…
Read More...

ମହିଳା ଶକ୍ତିର ବଡ ବିଜୟ : ଏଣିକି ଏନ୍‌ଡିଏରେ ଛାତ୍ରୀ

ନୂଆଦିଲ୍ଲୀ: ମହିଳାମାନଙ୍କୁ ‘ପର୍ମାନେଣ୍ଟ୍‌ କମିସନ୍’ ଦେବା ସହ ସେମାନଙ୍କୁ ‘ଏନ୍‌ଡିଏ’ ଓ ନେଭାଲ୍‌ଏକାଡେମି’କୁ ପ୍ରବେଶ କରିବା ନିମନ୍ତେ ଅନୁମତି ଦେବା ଲାଗି ତିନି ସେନା ମୁଖ୍ୟ ଏବଂ ସରକାର ନିଷ୍ପତ୍ତି ଗ୍ରହଣ କରିଥିବା କଥା ଆଜି ଅତିରିକ୍ତ ସଲିସିଟର୍‌ ଜେ‌ନେରାଲ୍‌ ଐଶ୍ବର୍ଯ୍ୟା ଭାଟୀ…
Read More...

ଏହି ଜିଲ୍ଲାରେ ପ୍ରବଳ ବର୍ଷା, ୩ ଘଣ୍ଟା ପାଇଁ ହୋଇଯାନ୍ତୁ ସାବଧାନ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ଆସନ୍ତା ୩ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି । ସେହି ୪ଟି ଜିଲ୍ଲାଗୁଡିକ ହେଉଛି- କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ । ଏହି ଜିଲ୍ଲାଗୁଡିକରେ…
Read More...