ଗାଁ ଗାଁରେ ଦେଶୀ ମଦର ବନ୍ୟା, ନୀରବଦ୍ରଷ୍ଟା ସାଜିଛି ଅବକାରୀ ବିଭାଗ
ସୁବର୍ଣ୍ଣପୁର: ସୋନପୁର ଜିଲ୍ଲାର ହାଟ ବଜାର, ଖେଳ ପଡିଆ ଯେଉଁଠି ଦେଖିବେ ବିଛେଇ ହୋଇ ପଡିଥିବ ମଦ ପାଉଚ୍ ପଲିଥିନ୍ । ଗ୍ରାମାଞ୍ଚଳର ଛକ ଛକରେ ଦେଶୀ ମଦର ବନ୍ୟା । ସନ୍ଧ୍ୟା ହୋଇଗଲେ ବିଭିନ୍ନ ସ୍ଥାନରେ ଜମୁଛି ଦେଶୀ ମଦର ଆସର । ବିଭିନ୍ନ ପଶୁପକ୍ଷୀଙ୍କ ଫଟୋ ଥିବା ନକଲି ପଲିଥିନ୍ ପାଉଚ୍!-->…
Read More...
Read More...