ପଞ୍ଚାୟତ ନିର୍ବାଚନ ପାଇଁ ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡିର ସଜବାଜ

ଚିଲିକା: ରାଜ୍ୟ ସରକାର ଉଭୟ ପଚାଂୟତ ଓ ପୈାର ନିର୍ବାଚନ ପାଇଁ ସଜବାଜ ହେଉଥିବାବେଳେ ଶୁକ୍ରବାର ଚିଲିକା ବ୍ଲକ୍ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନମଣ୍ଡଳୀ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେଡି ସଭାପତି ବିଭୁତି ଭୁଷଣ ବଳବନ୍ତରାୟଙ୍କ ସଭାପତିତ୍ୱରେ ଚିଲିକା
Read More...

ଶିକ୍ଷା ସେତୁ କାର୍ଯ୍ୟକ୍ରମର ପ୍ରଥମ ସମୀକ୍ଷା ବୈଠକ

ସୁବର୍ଣ୍ଣପୁର: ଆଜି ପୂର୍ବାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ଶିକ୍ଷା ସେତୁ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ପ୍ରଥମ ସମୀକ୍ଷା ବୈଠକ ବିଭାଗୀୟ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସେ ବୈଠକରେ ଉପସ୍ଥିତ ଅଧିକାରୀଙ୍କୁୁ
Read More...

ଭାରତୀ ସମାଜ ପକ୍ଷରୁ ଲଦ୍ଦାଖ ଫେରନ୍ତା ବାଇକ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର: ସମ୍ବଲପୁରର ଇତିହାସ ଦୁଇହଜାର ବର୍ଷ ପୁରଣା । ଦ୍ୱିତୀୟ ଶତାବ୍ଦୀରେ ଏହି ଅଞ୍ଚଳରେ ସଭ୍ୟତା ଉନ୍ନତ ରହିଥିବା ନେଇ ପରିବ୍ରାଜକ ମାନେ ଲେଖିଯାଇଛନ୍ତି । ଟଲେମି ଦ୍ୱିତୀୟ ଶତାବ୍ଦୀରେ ସମ୍ବଲପୁରକୁ ସମ୍ବଲକ ନାମରେ ମହାନଦୀ କୂଳରେ ରହିଥିବା ବର୍ଣ୍ଣନା କରିଥିବା ବେଲେ ହବେଂଗସାଂଗ ମଧ୍ୟ
Read More...

କ୍ରିକେଟ ଷ୍ଟାଡିୟମରେ ପରିବା ଚାଷ

ଲାହୋର : ଚାଷ ଜମିରେ ପରଣିତ ହେଲା କ୍ରିକେଟ ଷ୍ଟାଡିୟମ । ପାକିସ୍ତାନର ଷ୍ଟାଡିୟମ ଏବେ ଚାଷ ଜମି ପାଲଟିଗଲାଣି । ପଞ୍ଜାବ ପ୍ରଦେଶରେ ଥିବା ଖାନେୱାଲସ୍ଥିତ ଏକ କ୍ରିକେଟ ଷ୍ଟାଡିୟମ ଏବେ ଲଙ୍କା, କଖାରୁ ଏବଂ ବିଭିନ୍ନ ପରିବାର ଚାଷ ଜମି ହୋଇଯାଇଛି । ଷ୍ଟାଡିୟମ ଖେଳ ଉପଯୋଗୀ ରହିବା ସହ ଅଭ୍ୟାସ
Read More...

ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ସମାରୋହ ଅନୁଷ୍ଠିତ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସ୍ଥିତ ସଂସ୍କୃତ ମହାବିଦ୍ୟାଳୟର ସଭାଗୃହଠାରେ ଆଜି ନିଖିଳ ଉତ୍କଳ ସଂସ୍କୃତ ମହାସଂଘ ଅନ୍ତର୍ଗତ ଗଜପତି ଜିଲ୍ଲାଶାଖା ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ସଂସ୍କୃତ ଶିକ୍ଷକ ଦିବସ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ
Read More...

କଇଁପୁର ପଞ୍ଚାୟତ କଳିଙ୍ଗ ଗ୍ରାମରେ କଂଗ୍ରେସର କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ

ଗଜପତି: ଗଜପତି ଜିଲ୍ଲା ରାୟଗଡ ବ୍ଲକ କଇଁପୁର ପଞ୍ଚାୟତ ଅନ୍ତର୍ଗତ କଳିଙ୍ଗ ଗ୍ରାମରେ କଂଗ୍ରେସରଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିରାଙ୍ଗ ଗ୍ରାମଠାରେ ଶତାଧିକ କଂଗ୍ରେସ କର୍ମୀ ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କୁ ଫୁଲ ତୋଡା ଦେଇ ବାଜା ଢୋଲ ବଜାଇ ସ୍ୱାଗତ କରିଥିଲେ । ବିଧାୟକଙ୍କ
Read More...

୧୫୦ ଭାରତୀୟଙ୍କୁ ଅପହରଣ କଲା ତାଲିବାନ!

କାବୁଲ: ଆଫଗାନିସ୍ତାନରୁ ଭାରତ ପାଇଁ ଏକ ଖରାପ ଖବର ହସ୍ତଗତ ହୋଇଛି । ୧୫୦ ଲୋକଙ୍କୁ କାବୁଲ ବିମାନବନ୍ଦର ନିକଟରୁ ତାଲିବାନମାନେ ଅପହରଣ କରିନେଇଥିବା ସ୍ଥାନୀୟ ନ୍ୟୁଜ ସଂସ୍ଥା ଅଲ ଇତେହାରେ ରିପୋର୍ଟ ପ୍ରକାଶ ପାଇଛି । ଅପହରଣକାରୀଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ରହିଛନ୍ତି । ଅବଶ୍ୟ ଏ ନେଇ
Read More...

ସାଙ୍ଗକୁ ମାରିଲା ସାଙ୍ଗ

ଭୁବନେଶ୍ୱର: ମାତ୍ର ୩୫୦ ଟଙ୍କା ପାଇଁ ଜଣେ ବନ୍ଧୁ ଆଉ ଜଣେ ବନ୍ଧୁଙ୍କର ଜୀବନ ନେବା ପାଇଁ ଉଦ୍ୟମ କରିବା ଘଟଣା ଚର୍ଚ୍ଚା ସୃଷ୍ଟି କରିଛି । ଏକ ପରିବା କଟା ଛୁରିରେ ସାଙ୍ଗର ବେକକୁ କାଟି ଦେବାରୁ ସେ ଗୁରୁତର ହୋଇଥିବା ଜଣାପଡ଼ିଛି । ଏଭଳି ଅଭାବନୀୟ ଘଟଣା ରେଣ୍ଟାଲ କଲୋନି ବେହେରା ବସ୍ତିରେ
Read More...

କାବୁଲରୁ ଫେରିଲେ ୮୫ରୁ ଅଧିକ ଭାରତୀୟ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବର୍ତ୍ତମାନ ତାଲିବାନ ନିୟନ୍ତ୍ରଣରେ ଅଛି । କାବୁଲ ବିମାନବନ୍ଦର ବ୍ୟତୀତ ତାଲିବାନ ଯୁଦ୍ଧବିମାନ ପ୍ରାୟ ସବୁ ସ୍ଥାନରେ ନିୟୋଜିତ ହୋଇଛି । ବର୍ତ୍ତମାନ ବିମାନବନ୍ଦରର ସୁରକ୍ଷା ଆମେରିକୀୟ ସୈନିକଙ୍କ ହାତକୁ ଟେକି ଦିଆଯାଇଛି । ଯାହା ସାହାଯ୍ୟରେ ଭାରତ ମଧ୍ୟ
Read More...

ସୁରକ୍ଷାକର୍ମୀ ଗୁଳିରେ ୩ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ କଶ୍ମୀରରେ ପୁଣି ଆତଙ୍କୀ-ସୁରକ୍ଷାକର୍ମୀ ମୁହଁମୁହିଁ । ଗୁଳି ବିନିମୟରେ ଟଳିଲେ ୩ ଆତଙ୍କୀ । ଅବନ୍ତିପୁରାର ନାଗବେରନ୍ ତ୍ରାଲ ଅଞ୍ଚଳର ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀ ଗୁଳିରେ ୩ ଜଣ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ ସେମାନଙ୍କର
Read More...