ଜିଲ୍ଲା କିଷାନ ମହାସଂଘ ପକ୍ଷରୁ ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ସମବେଦନା
ବଲାଙ୍ଗୀର: ଜିଲ୍ଲା କୃଷକ ମହାସଂଘର ଏକ ପ୍ରତିନିଧି ଦଳ ମୃତଚାଷୀ ରିଚେକ ବନଛୋରଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆତ୍ମହତ୍ୟାର କାରଣ ସଂପର୍କରେ ବିଭିନ୍ନ ଲୋକଙ୍କୁ ପଚାରି ବୁଝିଥିଲେ । ସୂଚାଇ ଦିଆଯାଏ ଯେ, ତୁରେକେଲା ବ୍ଳକ ଘୁନେଶ ପଞ୍ଚାୟତ କାଦୋବେଡା ଗାଁ ଭାଗଚାଷୀ ରିଚେକ ବିଷପିଇ!-->…
Read More...
Read More...