ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍ଙ୍କ ରାୟଗଡ ଜିଲ୍ଳା ଗସ୍ତ
ରାୟଗଡ/୬/୯/୨୧: ଚଳିତ ବର୍ଷ ରାଜ୍ୟରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଅନେକ ଜିଲ୍ଳାରେ ଏବେ ମରୁଡି ପରିସ୍ଥିତି ଦେଖାଦେଇଛି । ଜଳସ୍ରୋତଗୁଡିକର ସଦ୍ବିନିଯୋଗ କ୍ଷେତ୍ରରେ ଯୋଜନା କରାଯାଇ ନ ଥିବାରୁ ଏବେ ଚାଷ ଜମିଗୁଡିକରେ ଫସଲ ପାଇଁ ତଳି ରୂଆ ହୋଇ ପାରୁ ନଥିବା ବେଳେ ଚାଷୀକୂଳଙ୍କ ସମସ୍ୟାର!-->…
Read More...
Read More...