ଟେଣ୍ଟହାଉସ ଓ କେଟରିଙ୍ଗ ସଂଘ ପକ୍ଷରୁ କଟକଣାରେ ଆହୁରି କୋହଳ ପାଇଁ ଦାବି

ସମ୍ବଲପୁର, ୧୦/୮- ସ୍ଥାନୀୟ ଟେଣ୍ଟହାଉସ ଓ କେଟରିଙ୍ଗ ସଂଘ ପକ୍ଷରୁ ଆଜି ସମ୍ବଲପୁର ଜିଲ୍ଲା ପ୍ରଶାସନ ଜରିଆରେ ରାଜ୍ୟ ସରକାରଙ୍କ ପାଖରେ କୋଭିଡ କଟକଣାରେ ଆଉ ଅଧିକ କୋହଳ କରିବା ପାଇଁ ଦାବି କରାଯାଇଛି । ସେମାନଙ୍କ ଦାବି ଅନୁସାରେ ଗତ ବର୍ଷାଧିକ କାଳ ହେଲା କୋଭିଡ କଟକଣା ଯୋଗୁଁ ସେମାନଙ୍କ
Read More...

ଉଜ୍ଜଳା ୨.୦ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୧୦/୦୮ : ଉଜ୍ଜଳା ଯୋଜନା ୨.୦ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତର ପ୍ରଦେଶର ମହୋବାରୁ ଉଜ୍ଜଳା ୨.୦ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ୨୦୧୬ ମେ ୧ ତାରିଖରେ ଉତ୍ତର ପ୍ରଦେଶର ବାଲିୟାରୁ ହିଁ ପ୍ରଥମେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା ।
Read More...

ବୌଦ୍ଧ ଜିଲ୍ଲାକୁ ଉତ୍ତରାଞ୍ଚଳ ରାଜସ୍ୱ ଡିଭିଜନରେ ସାମିଲ କରିବା ପାଇଁ ଦାବି

ସମ୍ବଲପୁର, ୧୦/୮- ବୌଦ୍ଧ ଜିଲ୍ଲାକୁ ଉତ୍ତରାଞ୍ଚଳ ରାଜସ୍ୱ ଡିଭିଜନରେ ସାମିଲ କରିବା ପାଇଁ ଦାବି କରାଯାଇଛି । ବୌଦ୍ଧ ଜିଲ୍ଲା ବିକାଶ ଗର୍ଜନସେନା ପକ୍ଷରୁ ଏହି ମର୍ମରେ ଏକ ଦାବିପତ୍ର ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ କାର୍ଯ୍ୟାଳୟଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି । ଏହି ଦାବିପତ୍ର
Read More...

ସ୍କୁଲ ଖୋଲୁଖୋଲୁ କଣ୍ଟେନମେଣ୍ଟ୍‌ , ଛାତ୍ରୀ ପଜିଟିଭ୍‌ ଚିହ୍ନଟ, ପାଠପଢ଼ା ଠପ୍‌

ବାଲିଗୁଡ଼ା/ଦାରିଙ୍ଗବାଡ଼ି,୧୦/୮: ଦୀର୍ଘ ଦିନ ପରେ ଖୋଲିଲା ସ୍କୁଲ୍‌ ହେଲେ ପାଠ ଆରମ୍ଭରୁ ପୁଣି ବାଟ ଓଗାଳିଲା ମହାମାରୀ କରୋନା । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସରକାରୀ ବାଳିକା ଆଶ୍ରମ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା । ବିଦ୍ୟାଳୟର ଜଣେ ଛାତ୍ରୀଙ୍କ ପଜିଟିଭ୍‌ ଚିହ୍ନଟ ପରେ
Read More...

୧୨ରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ

ଭୁବନେଶ୍ବର : ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ । ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।କଳାରେ ସିଟ୍ ବୃଦ୍ଧି ପାଇଁ ୪୦ ହଜାର ଆବେଦନ ଆସିଥିଲା, ୩୮ ହଜାର ସିଟ୍
Read More...

ପୁଣି ହଜାରେ ପାର୍‌ ହେଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୧,୦୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୦୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ । ବାକି ୪୩୬ଟି ହେଉଛି ଲୋକାଲ୍‌ କେସ୍‌ । ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୪ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର । ଏହା ସହିତ
Read More...

ଅଜଣା ଟ୍ରକ ଧକ୍କାରେ କାର୍‌ ଚାଳକଙ୍କ ମୃତ୍ୟୁ

ବାଂଶପାଳ: କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା କାଞ୍ଜିପାଣି ନିକଟରେ ଏକ ଅଜଣା ଟ୍ରକ ଧକ୍କାରେ କାର୍‌ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ନୟାକୋଟ ଥାନା ଅନ୍ତର୍ଗତ ବିରିକଳା ଗ୍ରାମର ସୁରେନ୍ଦ୍ର କୁମାର ପଲେଇ (୩୦) । ସୂଚନା ଅନୁସାରେ, ସୁରେନ୍ଦ୍ର ପେଶାରେ ଜଣେ ଟ୍ରକ୍‌ ଡ୍ରାଇଭର ।
Read More...

ଗେଟିପଡା ନାଳକୁ ପ୍ରଦୂଷିତ କରିବ ଜେକେ କାଗଜ କଳର ଦୂଷିତ ପାଣି, ଜିଲ୍ଳାପାଳଙ୍କୁ ଅଭିଯୋଗ ଜଣାଇଲେ ଗେଟିପଡା ଗ୍ରାମବାସୀ

ରାୟଗଡ: ନାଗାବଳୀ ନଦୀରେ କାରଖାନାର ଦୂଷିତ ଜଳ ନିଷ୍କାସନ କରି ନଦୀ ଜଳକୁ ପ୍ରଦୂଷିତ କରୁଥିବା ନେଇ ଜେକେ କାଗଜ କଳ ନାମରେ ପୂର୍ବରୁ ଅଭିଯୋଗ ରହିଥିବା ବେଳେ ବର୍ତ୍ତମାନ ପୁଣିଥରେ ଗେଟିପଡା ଗ୍ରାମବାସୀ ବ୍ୟବହାର କରୁଥିବା ଏକ ନାଳରେ କମ୍ପାନୀ ନିଜ ଟାଉନସିପରୁ ନିର୍ଗତ ହେଉଥିବା ଦୂଷିତ ଜଳକୁ
Read More...

ଜି. ଉଦୟଗିରି ନିଖିଳ ଉତ୍କଳ କୁଇ ସମାଜ ୟୁନିଅନ ତରଫରୁ ବିଶ୍ୱ ଆଦିବାସୀ ଦିବସ ପାଳିତ

ଜି. ଉଦୟଗିରି : ସାରା ବିଶ୍ୱ ଆଜିର ଦିନକୁ ବିଶ୍ୱ ଆଦିବାସୀ ଦିବସ ଭାବେ ପାଳନ କରୁଥିବା ବେଳେ ଜି. ଉଦୟଗିରି ନିଖିଳ ଉତ୍କଳ କୁଇ ସମାଜ ୟୁନିଅନ ତରଫରୁ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଛି । ୟୁନିଅନ କାର୍ଯ୍ୟାଳୟରୁ ପାରମ୍ପରିକ ବାଦ୍ୟ ଯନ୍ତ୍ର ସହିତ ସହର ପରିକ୍ରମା ରେ ବାହାରି ଚକରା
Read More...

କ୍ରାନ୍ତି ଦିବସ ଉପଲକ୍ଷେ ଆଲୋଚନା ଚକ୍ର ଓ ମଶାଲ ଶୋଭାଯାତ୍ରା

ସୁବର୍ଣ୍ଣ ପୁର: ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ କସ୍ତୁରୀ ହୋଟେଲର ସମ୍ମିଳନୀ କକ୍ଷରେ ଅଗଷ୍ଟ ୯ ମହାନ କ୍ରାନ୍ତି ଦିବସକୁ ମହାସମାରୋହରେ ପାଳନ କରାଯାଇଛି । ଜିଲ୍ଲା ଲିଗାଲସେଲର ସୁଧୀର କୁମାର ପଣ୍ଡାଙ୍କ ସଂଯୋଜନା କ୍ରମେ ଆରମ୍ଭ ହୋଇଥିବା ଆଲୋଚନା ଚକ୍ରରେ ଜିଲ୍ଲା କଂଗ୍ରେସ
Read More...