ରାୟଗଡ ଟାଉନ ଥାନା ପୋଲିସ ଦ୍ୱାରା ଜଣେ ନାବାଳିକା ଉଦ୍ଧାର
ରାୟଗଡ/୧୦/୮: ରାୟଗଡ ଟାଉନଥାନା ପୋଲିସ ଦ୍ୱାରା ଜଣେ ନାବାଳିକା ଉଦ୍ଧାର ହୋଇଥିବାବେଳେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ସୂଚନା ପ୍ରକାରେ ରାୟଗଡ ଥାନା ଅନ୍ତର୍ଗତ ଟିକରପଡା ଗ୍ରାମର ଜଣେ ୧୬ବର୍ଷିୟ ନାବାଳିକା ଚଳିତ ମାସ ଗତ ୨ତାରିଖରେ ଘରେ କିଛି ନ ଜଣାଇ କେଉଁଆଡେ!-->…
Read More...
Read More...