ଆଜି ନୟାଗଡ଼ ଜିଲ୍ଲାରେ ୧୩ ଆକ୍ରାନ୍ତ
ଦଶପଲ୍ଲା : - ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ଘଟୁଛି । ଜିଲ୍ଲାରେ ଆଜି ନୂଆ ମାତ୍ର ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ସକ୍ରିୟ ମାମଲା ୧୨୫ ବୋଲି ଜଣାଯାଇଛି । ଜିଲ୍ଲାରୁ ଆଜି କୌଣସି ମୃତ୍ୟୁ ହୋଇନଥିବା ସଂମ୍ପର୍କରେ ରାଜ୍ୟ ସରକାର ସୂଚନା!-->…
Read More...
Read More...