ଶାଗମାଛ ମୂଲ୍ୟରେ ବିକ୍ରୀ ହେଉଛି ଜଙ୍ଗଲଜାତ ଦ୍ରବ୍ୟ
ଦଶପଲ୍ଲା : ମୁଣ୍ଡର ଝାଳ ତୁଣ୍ଡରେ ମାରି ଜଙ୍ଗଲ ସାରା ବୁଲି ବୁଲି ସଂଗ୍ରହ କରୁଥିବା ଜଙ୍ଗଲ ଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପାଉନଥିବାରୁ ବନବାସୀ ମହିଳାମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଗୁରୁବାର ଦିନ ଏକତ୍ରିତ ହୋଇଥିଲେ । ସରକାର ଏଭଳି ଜିନିଷଗୁଡିକର ମୂଲ୍ୟ ନିର୍ଦ୍ଧାରଣ!-->…
Read More...
Read More...