ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଅନ୍ତିମ ଯାତ୍ରା ଆରମ୍ଭ

ମୁମ୍ବାଇ : ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଅନ୍ତିମ ସଂସ୍କାର ଶ୍ମଶାନରେ ଆରମ୍ଭ ହୋଇଛି । ବ୍ରହ୍ମାକୁମାରୀ ରୀତିନୀତି ଅନୁଯାୟୀ ଅନ୍ତିମ ସଂସ୍କାର କରାଯାଉଛି । ପିଲାଦିନରୁ ସିଦ୍ଧାର୍ଥ ଏହି ଅନୁଷ୍ଠାନ ସହିତ ଜଡିତ ଥିଲେ । ଶବଦାହ ପଡିଆରେ ସେଲିବ୍ରିଟି ଏବଂ ପ୍ରଶଂସକଙ୍କ ଭିଡ ଲାଗି ରହିଛି…
Read More...

ଗାଈ ଏକମାତ୍ର ପ୍ରାଣୀ ଯିଏ ଅମ୍ଳଜାନ ଗ୍ରହଣ କରେ ଓ ଛାଡିଥାଏ

ନୂଆଦିଲ୍ଲୀ: ଆହ୍ଲାବାଦ୍ ହାଇକୋର୍ଟର ଜଜ୍ ଜଷ୍ଟିସ୍ ଶେଖର କୁମାର ଯାଦବ ନିକଟରେ କହିଥିଲେ ଯେ, ଗାଈକୁ ଭାରତର ଜାତୀୟ ପଶୁ ବୋଲି ଘୋଷଣା କରିବା ଦରକାର ଓ ସେମାନଙ୍କର ସୁରକ୍ଷା ହିନ୍ଦୁମାନଙ୍କ ମୁଖ୍ୟ ଅଧିକାର ଭିତରେ ସାମିଲ କରିବା ଦରକାର । ସେ ଆହୁରି ବି କହିଥିଲେ ଯେ, ବୈଜ୍ଞାନିକଙ୍କ କହିବା…
Read More...

ୱେବ୍ ସାମ୍ବାଦିକଙ୍କୁ ଉଠାଇନେଲା ପୋଲିସ୍

ଭୁବନେଶ୍ୱର: ଜଣେ ୱେବ୍ ସାମ୍ବାଦିକଙ୍କୁ ଉଠାଇନେଇଛି ପୋଲିସ୍ । ୱେବ ଚ୍ୟାନେଲ୍ ସମ୍ପାଦନ ସୁଧାଂଶୁ ରାଉତଙ୍କୁ ଉଠାଇ ନେଇଛି ପୋଲିସ୍ । ଧାବିକା ଦୂତୀ ଚାନ୍ଦଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଉଠାଇଥିବା ଜଣାପଡ଼ିଛି । ଝାରପଡ଼ା ସ୍ଥିତ ଅଫିସ୍ ରୁ ଉଠାଇ ନେଲା ମହିଳା ଥାନା ପୋଲିସ୍ । ଅପମାନଜନକ ଖବର…
Read More...

୨ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର: ପାଣିକୋଇଲି ଟୋଲ୍‌ଗେଟ୍‌ ସୋତି ନିକଟରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । । ଉଭୟଙ୍କୁ ହତ୍ୟା କରାଯାଇଥିବା  ସନ୍ଦେହ ହେଉଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।ସୂଚନା ମୁତାବକ, ଆଜି ସକାଳୁ ସ୍ଥାନୀୟ ଲୋକେ କୌଣସି…
Read More...

ପାଟଣାଗଡ଼ ବନବିଭାଗ ଦ୍ୱାରା ୨ ଲକ୍ଷ ଟଙ୍କା ମୂଲ୍ୟର କେନ୍ଦୁଗଣ୍ଡି ବୋଝେଇ ୪୦୭ ଟ୍ରକ ଜବତ

ପାଟଣାଗଡ଼ : ପାଟଣାଗଡ଼ ବନବିଭାଗ ଲରମ୍ଭା ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଏକ ୪୦୭ ଟ୍ରକକୁ ଜବତ କରାଯାଇଥିବା ଜଣାପଡ଼ିଛି । ବିଶ୍ୱସ୍ତ ସୁତ୍ରରୁ ପୂର୍ବରୁ ବଲାଙ୍ଗୀର ଡିଏଫଓ ନିତିଶ କୁମାରଙ୍କ ଦେଇଥିବା ସୂଚନା ମୁତାବକ ପାଇ ପାଟଣାଗଡ଼ ରେଞ୍ଜର ରାଜକୃଷ୍ଣ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଲରମ୍ଭା…
Read More...

ମୋ ସରକାର ପ୍ରକୋଷ୍ଠ ଉଦଘାଟିତ

କେନ୍ଦୁଝର,୩/୯: କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗତକାଲି ମୋ ସରକାର ପ୍ରକୋଷ୍ଠ ଆଶିଷ ଠାକରେଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ସାଧାରଣ ଲୋକଙ୍କ ପାଇଁ ସହଜରେ ପ୍ରଶାସନିକ ବ୍ୟବସ୍ଥା ଉପଲବ୍ଧ କରାଯିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲ୍ଲା…
Read More...

ଜେଲ୍‌ଗଲେ ମାନବବାଦୀ ସଂଗଠନର ମୁଖ୍ୟ ମାନସ ଦାସ ଓ ପୁଅ ମନୋରଞ୍ଜନ

ଖୋର୍ଦ୍ଧା,୩/୯: ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ଅଭିଯୁକ୍ତ ସାବ୍ୟସ୍ତ ହେବାପରେ ମାନବବାଦୀ ସଂଗଠନର ମୁଖ୍ୟ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନକୁ ଗୁରୁବାର ଭୁବନେଶ୍ୱର ସହିଦନଗରସ୍ଥିତ ତାଙ୍କ ଘରୁ ଖୋର୍ଦ୍ଧା ପୁଲିସ ଗିରଫ କରିଛି । ତାଙ୍କ ବିରୋଧରେ ଅପହରଣ, ହତ୍ୟା, ହତ୍ୟା ଧମକ, ଅପରାଧିକ…
Read More...

ସ୍ୱର୍ଣ୍ଣ ପରେ ବ୍ରୋଞ୍ଜ ଜିତିଲେ ଅବନି

ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ୍‌ରେ ମହିଳା ବର୍ଗର ‘୫୦ ମିଟର୍‌ ରାଇଫଲ୍‌ ୩ପି ଏସ୍‌ଏଚ୍୧’ ବିଭାଗରେ ଅବନି ଲେଖଡ଼ା ବ୍ରୋଞ୍ଚପଦକ ହାସଲ କରିଛନ୍ତି। ପୂର୍ବରୁ ଅବନି ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଥିଲେ | ଆଉ ଆଜି ବ୍ରୋଞ୍ଚ ପଦକ ଜିତିବା ପରେ ସେ…
Read More...

ଇତିହାସ ରଚିଲେ ପ୍ରବୀଣ, ହାଇଜମ୍ପରେ ରୌପ୍ୟ ଜିତିଲେ

ଜାପାନ : ଟୋକିଓ ପାରାଲିମ୍ପିକ୍ସ ୨୦୨୦ରେ ଭାରତ ଆଉ ଏକ ପଦକ । ହାଇଜମ୍ପ ଟି-୬୪ ବର୍ଗରେ ଭାରତର ପ୍ରବୀଣ କୁମାର ରୌପ୍ୟ ପଦକ ହାସଲ କରିଛନ୍ତି । ପାରାଲିମ୍ପିକ୍ସରେ ଭାରତର ପଦକ ବର୍ତ୍ତମାନ ୧୧ରେ ପହଞ୍ଚିଛି । ପ୍ରବୀଣ ୨.୦୭ ମିଟର ଡେଇଁ ପୁରୁଷ ହାଇ ଜମ୍ପରେ ରୌପ୍ୟ ପଦକ ହାସଲ କରିଛନ୍ତି ।…
Read More...

ପୌର ଅଧ୍ୟକ୍ଷ ହେବାକୁ ବେଣୁ ମଉସାଙ୍କ ଇଚ୍ଛା, ଲଢିବେ ନିର୍ବାଚନ

ବାଲେଶ୍ୱର: ଗତ ବର୍ଷ ବାଲେଶ୍ୱର ବିଧାନସଭା ଆସନ ଉପ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ସାରା ରାଜ୍ୟରେ ଚର୍ଚ୍ଚାରେ ରହିଥିଲେ ବସ୍ତି ବାସିନ୍ଦା ନେତା ବେଣୁଧର ବାରିକ ଓରଫ ବେଣୁ ମଉସା। ନିର୍ବାଚନରେ ପରାଜିତ ହୋଇଥିଲେ ବି ଜନସେବା ପାଇଁ ତାଙ୍କ ମନରୁ ଉତ୍ସାହ ମଉଳିଯାଇ ନାହିଁ। ଅର୍ଥ ନ ଥିଲେ…
Read More...