ପାଖେଇ ଆସିଲା ଗଣେଶ ପୂଜା : ମାଟିମୂର୍ତ୍ତି ଅପେକ୍ଷା ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତିର ଚାହିଦା ବଢୁଛି
ପାରଳାଖେମୁଣ୍ଡି : ପାଖେଇ ଆସିଲା ଗଣେଶ ପୂଜା ପାରଳାରେ ଜୋରସୋରରେ ଚାଲିଛି ମୂର୍ତ୍ତି ନିର୍ମାଣ ସାଙ୍ଗକୁ ବିକ୍ରି ବଟା ବଜାର ମୁଖ୍ୟ ରାସ୍ତା ସହିତ ସହରର ବିଭିନ୍ନ ଗଳି କନ୍ଦିରେ ମଧ୍ୟ ଛୋଟ ବଡ଼ ମୂର୍ତ୍ତି ବିକ୍ରି ଆରମ୍ଭ ହୋଇଛି । କୋଭିଡ ଯୋଗୁଁ ପର୍ବ ପର୍ବାଣୀ ପାଳନ ଉପରେ ରାଜ୍ୟ ସରକାର!-->…
Read More...
Read More...