କନ୍ଧମାଳ ଜିଲ୍ଲାରେ ଚାଷୀମାନଙ୍କୁ ଉନ୍ନତ ଯନ୍ତ୍ରପାତି ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ

ଫୁଲବାଣୀ,୮/୮- କନ୍ଧମାଳ ଜିଲ୍ଲାରେ ଥିବା ଚାଷୀମାନଙ୍କୁ ସେମାନଙ୍କ ନିଜସ୍ୱ ଉନ୍ନତ ଜ୍ଞାନ କୌଶଳରେ ଉନ୍ନତ ଯନ୍ତ୍ରପାତି ନିର୍ମାଣ କରିବାକୁ ତଥା ଏଥିରେ ଅନ୍ୟ ଚାଷୀମାନଙ୍କୁ ଉତ୍ସାହିତ କରିବାକୁ ଜିଲ୍ଲାର ୪ ଜଣ ଅଗ୍ରଣୀ ଚାଷୀ ମାନଙ୍କୁ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି ଆଜି ଜିଲ୍ଲାପାଳଙ୍କ
Read More...

ବାଇକ ଦୁର୍ଘଟଣାରେ ଜଣେ ମୃତ,ଜଣେ ଆହତ

ଜି.ଉଦୟଗିରି : ଜି.ଉଦୟଗିରି ଟେଲିଫୋନ ଭବନ ସମ୍ମୁଖରେ ଶନିବାର ରାତିରେ ଏକ ବାଇକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ଗୁରୁତର ଆହାତ ହୋଇଥିଲା । ଖବର ଅନୁଯାୟୀ ଶନିବାର ରାତିରେ ଏକ ହୋଣ୍ଡା ସାଇନ୍‌ ପ୍ଳସ ବାଇକ୍‌ ନଂ ଓଡି ୧୨ ସି ୨୧୮୭ ଯାଉଥିବା ବେଳେ ବିପରୀତ ପଟୁ ଆସୁଥିବା ଅନ୍ୟ ଏକ ବାଇକ୍‌ ସହ
Read More...

ସ୍ୱର୍ଣ୍ଣ ବିଜେତା ନୀରଜଙ୍କ ଉପରେ ଧନବର୍ଷା, କିଏ ଦେଲା କେତେ ଜାଣନ୍ତୁ

ନୂଆଦିଲ୍ଲୀ : ଅଲମ୍ପିକ ୨୦୨୦ ରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନିରଜ ଚୋପ୍ରା ସୁପରଷ୍ଟାର ହୋଇଯାଇଛନ୍ତି । ତାଙ୍କ ପୂର୍ବରୁ ଅଲମ୍ପିକର ୧୨୫ ବର୍ଷ ଇତିହାସରେ କୌଣସି ଭାରତୀୟ ଖେଳାଳି ଆଥଲେଟିକରେ ପଦକ ଜିତିନଥିଲେ । ତାଙ୍କ ପ୍ରଦର୍ଶନ ଯୋଗୁଁ ଭାରତ ଅଲମ୍ପିକ ଇତିହାସରେ ସବୁଠାରୁ ଭଲ ପ୍ରଦର୍ଶନ
Read More...

ପୁଣି ଏକ ଶବ ସତ୍କାର କଲେ ସେବା ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ

ପାଟଣାଗଡ,୮/୮- ବର୍ତ୍ତମାନ ଅନ୍ଧବିଶ୍ୱାସ ଏବଂ କୁ-ସଂସ୍କାର ସମଗ୍ର ମାନବ ସମାଜକୁ ଗ୍ରାସ କରିଛି । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ପାଟଣାଗଡ଼ ବ୍ଲକ ମରୁଆ ପଞ୍ଚାୟତ ଅନ୍ତର୍ଗତ ପାଢେଲ ଗ୍ରାମରେ । ଜଣେ ବ୍ୟକ୍ତି ଅନ୍ୟ ଜାତିରେ ବିବାହ ହୋଇଥିଲେ ବୋଲି ତାଙ୍କର ମୃତ୍ୟୁ ପରେ
Read More...

ଗୋପା ମହାନନ୍ଦ ହେଲେ ବିଜୁ ମହିଳା ଜନତା ଦଳ ବରଗଡ ପର୍ଯ୍ୟବେକ୍ଷକ

କଣ୍ଟାବାଞ୍ଜି, ୮/୮- ବିଜୁ ମହିଳା ଜନତା ଦଳ ରାଜ୍ୟ ଉପ-ସଭାନେତ୍ରୀ ଗୋପା ମହାନନ୍ଦଙ୍କୁ ବରଗଡ ଜିଲ୍ଲା ବିଜୁ ମହିଳା ଜନତା ଦଳର ପର୍ଯ୍ୟବେକ୍ଷକ ଭାବେ ଚୟନ କରାଯାଇଛି । ଗୋପା ମହାନନ୍ଦ ପୂର୍ବତନ ବଲାଙ୍ଗୀର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରହିଥିବାବେଳେ ବର୍ତ୍ତମାନ ସମୟରେ ବିଜେଡି ଦଳ ତାଙ୍କୁ
Read More...

ମନମୁଣ୍ଡା ପୋଲିସ ଦ୍ୱାରା ୬ କୁଇଣ୍ଟାଲ ୯୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ବୌଦ୍ଧ,୮/୮- ବୌଦ୍ଧଜିଲ୍ଲା ମନମୁଣ୍ଡା ପୋଲିସ କୌଣସି ସୂତ୍ରରୁ ଖବରପାଇ ଗତକାଲି ଦିନ ପ୍ରାୟ ୧୧ଟା ୩୫ ମିନିଟ ସମୟରେ ଚଢଉକରି ଶଗଡା ଫାଣ୍ଡି ଅନ୍ତର୍ଗତ ମାଳତୀ ଗୋଚ୍ଛାପଡା ଗ୍ରାମ ସଂଲଗ୍ନ କେରାଣ୍ଡି ନାଳ ନିକଟରୁ ଚାଲାଣ ହେବାକୁ ଥିବା ୬ କୁଇଣ୍ଟାଲ ୯୦ କେଜି ଗଞ୍ଜେଇ ଜବତ କରିଛି । ଏହି ଗଞ୍ଜେଇ
Read More...

ରାସ୍ତା ପାଇଁ ହିନସ୍ତା: ଶୁଣିଲାନି ପ୍ରଶାସନ, ଗ୍ରାମବାସୀ ମରାମତି କଲେ ଗାଁ ରାସ୍ତା

ଦଶପଲ୍ଲା,୮/୮- ରାସ୍ତା ପାଇଁ ହିନସ୍ତା ହେଉଛନ୍ତି ପାଂଚଗୋଟି ଗ୍ରାମର,୧୨୦୦ ଜନସାଧାରଣ । ଖାଲଖମାରେ ପରିପୂର୍ଣ୍ଣ ରାସ୍ତାଉପରେ ଜମିରହୁଛି ଆଣ୍ଠୁଏ ପାଣି । ନା ଯାଇପାରୁଛି ୧୦୮ ଆମ୍ବୁଲାନ୍ସ , ନା ଯାଇପାରୁଛି ଅଟୋ । ସାଧାରଣ ଜୀବନ ଯାତ୍ରା ହେଉଛି ବ୍ୟାହତ । ଏ ସମ୍ପର୍କରେ ବାରମ୍ବାର
Read More...

୧୩ ଲକ୍ଷ ୮୫ ହଜାର ଟଙ୍କାର ନକଲି ନୋଟ ଜବତ: ୬ ଜଣ ଗିରଫ

ସମ୍ବଲପୁର, ୮/୮- ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ପୁଲିସ ୬ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୧୩ ଲକ୍ଷ ୮୫ ହଜାର ଟଙ୍କାର ନକଲି ନୋଟ ଜବତ କରାଯାଇଛି । ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ବି.
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ମୃତ

ମାଉ : ଉତ୍ତରପ୍ରଦେଶର ମାଉ ଜିଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ରବିବାର ଖବର ମିଳିଛି। ଏଥିରେ ଏକ କାର ଦୁର୍ଘଟଣାରେ ୩ ଜଣ ଶିଶୁ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ୨ ଜଣ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ସୂଚନା ଯୋଗ୍ୟ, ଦୋହରୀଘାଟ ଥାନା
Read More...

କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ମିଶ୍ରଣ ଡୋଜ ଅଧିକ ଫଳପ୍ରଦ

ନୂଆଦିଲ୍ଲୀ: କରୋନାକୁ ମାତ ଦେବା ପାଇଁ ସରକାର ଟିକାକରଣ ଅଭିଯାନକୁ ଜୋରଦାର କରିଛନ୍ତି ।  ଏହାରି ଭିତରେ କରୋନା ଟିକାକୁ ନେଇ କରାଯାଇଥିବା ଷ୍ଟଡିରୁ ଆଇସିଏମଆର ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି ।  କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ମିଶ୍ରଣ ଡୋଜ ଅଧିକ ଫଳପ୍ରଦ ବୋଲି ଆଇସିଏମଆର ତଥ୍ୟରୁ
Read More...