କାର ଦୁର୍ଘଟଣାଗ୍ରସ୍ତ, ୫ ଆହତ
ପୁରୀ : ପୁରୀ ଜିଲ୍ଲା ଚନ୍ଦନପୁର ଅଗ୍ନି ଢ଼ାବା ନିକଟରେ ଏକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏକ କାର ଭାରସମ୍ୟ ହରେଇ ରାସ୍ତା କଡ଼ରେ ଥିବା ନଳାକୁ ପଶି ଯିବାରୁ ସେଥିରେ ଥିବା ୫ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ଘଟଣା ସଂପର୍କରେ!-->…
Read More...
Read More...