ରାଜ୍ୟରେ ଦଳିତ ପରିବାର ଉପରେ ବିଜେଡି ଗୁଣ୍ଡାଙ୍କ ଦବଙ୍ଗଗିରୀ ନେଇ ବିଜେପିର ପ୍ରେସମିଟ

ପୁରୀ,୭/୮- କେନ୍ଦ୍ରାପଡା ଆଳି ନିର୍ବାଚନ ମଣ୍ଡଳୀର ନବକିଶୋର ମଲ୍ଲିକଙ୍କ ପୁତ୍ର ତାଙ୍କ ପଞ୍ଚାୟତରେ ନରେଗା, ପ୍ରଧାନମନ୍ତ୍ରୀ ଆବାସ, ପାଇଖାନା ଇତ୍ୟାଦି ଉନ୍ନତିମୂଳକ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସ୍ଥାନୀୟ
Read More...

ସାର୍କିଟ ହାଉସର ନୂତନ ୪ଟି ଅତିରିକ୍ତ ପ୍ରକୋଷ୍ଠ କାର୍ଯ୍ୟକ୍ଷମ ହେବ କେବେ?

ରାୟଗଡ/୭/୮: ରାୟଗଡ ଜିଲ୍ଳା ସଦର ମହକୁମାର ଭିଆଇପି ରାସ୍ତାରେ ତଥା ଜିଲ୍ଳା ଏସ.ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରହିଥିବା ସାର୍କିିଟ ହାଉସର ପଛପଟରେ ନିର୍ମାଣ ହୋଇଥିବା ୪ଗୋଟି ଅତିରିକ୍ତ ପ୍ରକୋଷ୍ଠ ନିର୍ମାଣର ଦେଢବର୍ଷ ପରେ ମଧ୍ୟ ବ୍ୟବହାରରେ ନ ଆସି ପଡିରହିଛି । ଫଳରେ ଲକ୍ଷାଧିକ ଟଙ୍କାରେ
Read More...

ଅଗଷ୍ଟ ୧୬ ଭିତରେ ଯୁକ୍ତ ଦୁଇ ନାମ ଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ ହେବ : ମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ଅଗଷ୍ଟ ୧୪ରୁ ୧୬ ଭିତରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଗତବର୍ଷ ଅଗଷ୍ଟ ୨୧ ରେ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଏହାର ସପ୍ତାହ ପୂର୍ବରୁ ଆରମ୍ଭ ହେବ। ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ
Read More...

ଅଳ୍ପକେ ବ୍ରୋଞ୍ଜ ପଦକରୁ ବଂଚିତ ହେଲେ ଅଦିତି

ଟୋକିଓ : ଭାରତୀୟ ଗଲ୍ଫ ଖେଳାଳି ଅଦିତି ଅଶୋକ ଅଳ୍ପକେ ବ୍ରୋଞ୍ଜ ପଦକ ପାଇବାରୁ ବଞ୍ଚିତ ହୋଇଛନ୍ତି । ନ୍ୟୁଜିଲାଣ୍ଡର ଲିଡିଆ କୋଙ୍କ ଠାରୁ ସେ ମାତ୍ର ଗୋଟିଏ ପଏଣ୍ଟ କମ ପାଇଁ ୪ର୍ଥ ସ୍ଥାନରେ ରହିଛନ୍ତି ।ଟୋକିଓର କାସୁମିଗାସେକି କଣ୍ଟ୍ରି କ୍ଲବରେ ଖେଳାଯାଇଥିବା ଏହି ମ୍ୟାଚରେ ଆମେରିକାର ନେଲି
Read More...

ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନ ଖାରଜ

ମୁମ୍ବାଇ : ଅଶ୍ଳିଳ ଭିଡିଓ ମାମଲାରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଆହୁରି କିଛି ଦିନ ଜେଲରେ ରହିବାକୁ ପଡ଼ିବ । ବମ୍ବେ ହାଇକୋର୍ଟ ଆଜି ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଏହା ପୂର୍ବରୁ ଜାମିନ ପାଇଁ କୁନ୍ଦ୍ରା ଏକ
Read More...

୧୫ରୁ ରାଜ୍ୟରେ ଇକମୋ ସେବା

ଭୁବନେଶ୍ବର ୭।୮: ରାଜ୍ୟରେ ଅଗଷ୍ଟ ୧୫ତାରିଖରୁ ଆରମ୍ଭ ହେବ ଇକମୋ ସେବା । ଏଥିଲାଗି କଟକ ଏସସିବି ମେଡିକାଲରେ ୯ଟି ମେସିନ ରଖାଯାଇଥିବା କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ଏଥିପାଇଁ ଆବଶ୍ୟକ ମାନବ ସମ୍ବଳଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇ ସରିଛି । ଗୋଟିଏ ଟିମ୍ କଲିକତାରୁ ଟ୍ରେନିଂ ନେଇ
Read More...

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲ୍ଲା ଶାଖା ତରଫରୁ ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ,୬/୮: କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟିର ଅନୁସୂଚିତ ଜାତି ମୋର୍ଚ୍ଚା ଜିଲ୍ଲା। ଶାଖା ତରଫରୁ  ସ୍ଥାନୀୟ ପ୍ରେସ କ୍ଳବ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଜିଲ୍ଲାର ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ଅନନ୍ତ କୁମାର ଦିଗାଲ ଏହି ସମ୍ମିଳନୀକୁ
Read More...

ବନବିଭାଗ ଦ୍ବାରା ୬୨ଖଣ୍ଡ ଶାଳକାଠ ଜବତ, ଜଣେ ଗିରଫ

ବନ ବିଭାଗ ଦ୍ୱାରା ଏକ ଲକ୍ଷ ଟଙ୍କାର ୬୨ଖଣ୍ଡ ଶାଳ କାଠ ଜବତ୍‌,ଜଣେ ଗିରଫ ରାୟଗଡ/୬/୮/୨୧: ରାୟଗଡ ସହରର କସ୍ତୁରୀ ନଗରର ଏଲଆଇସି କାର୍ଯ୍ୟାଳୟ ନିକଟସ୍ଥ ସାହିର ଜଣଙ୍କ ଘରୁ ୬୨ଖଣ୍ଡ ଶାଳ କାଠ ସାଇଜ ଜବତ କରାଯାଇଥିବା ବେଳେ ଘଟଣାରେ ସଂପୃକ୍ତ ଜଣଙ୍କୁ ଗିରଫ କରାଯାଇ କୋର୍ଟ
Read More...

ରେଳମନ୍ତ୍ରୀ ଅଶ୍ବିନ ବୈଷ୍ଣବଙ୍କ ସହ ସାକ୍ଷାତ କଲେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ

ଫୁଲବାଣୀ,୬/୮- କନ୍ଧମାଳ ସାଂସଦୀୟ କ୍ଷେତ୍ରରେ ରେଳପଥ ନିର୍ମାଣ ନେଇ ସାଂସଦ ଅଚ୍ୟୁତ ସାମନ୍ତ ରେଳମନ୍ତ୍ରୀ ଅଶ୍ୱିନ୍‍ ବୈଷ୍ଣବଙ୍କ ସହ ସାକ୍ଷାତ କରି ପୁଣିଥରେ ଦାବି ଉପସ୍ଥାପନ କରିଛନ୍ତି। ବୁଧବାର ଶ୍ରୀ ସାମନ୍ତ ରେଳମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିବା ସହ ଏ ସମ୍ପର୍କିତ
Read More...

ଆସନ୍ତା ୧୦ରେ ବିଜେପି ତରଫରୁ ରାଜଭବନ ସମ୍ମୁଖରେ ଧାରଣା

ବଲାଙ୍ଗୀର,୬/୮- ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ବିରୋଧୀ ଓ ଆଞ୍ଚଳିକ ବୈଷମ୍ୟବାଦ ନୀତି ପ୍ରତିବାଦରେ ବିଜେପି ରାଜଭବନ ଆଗରେ ବିକ୍ଷୋଭ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି। ସ୍ଥାନୀୟ ସର୍କିଟ ହାଉସ୍ ଠାରେ ଆୟୋଜିତ
Read More...