ପୁରୀ: ରଥଭଙ୍ଗା କାର୍ଯ୍ୟ ଆରମ୍ଭ
ପୁରୀ,୫/୮- ଆଜିଠୁ ଆରମ୍ଭ ହୋଇଛି ରଥଭଙ୍ଗା । ଦେବୀ ସୁଭଦ୍ରାଙ୍କ ରଥର ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି । ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ୯ ଜଣ ଭୋଇ ସେବକ ରଥଭଙ୍ଗା କାର୍ଯ୍ୟ କରୁଛନ୍ତି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବୀଦଳନ ରଥର କଳସ ଓ ପାରାଭାଡି ଭଙ୍ଗା ଯାଇଛି । ୧୦ ଦିନ ଭିତରେ ଦୁଇଟି ରଥ!-->…
Read More...
Read More...