ତେନ୍ତୁଳି ଗଛ ପଡ଼ି ୩ଘର ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ୩ ପରିବାରର ୧୨ସଦସ୍ୟ
ଦାରିଙ୍ଗବାଡି,୨୮/୮: ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କୁମ୍ଭାରୀ ଗାଁ ଉପରସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବିଳମ୍ବିତ ରାତିରେ କୁମ୍ଭାରୀ ଗାଁ ଗ୍ରାମର ଉପରସାହିରେ ହଠାତ୍ ପ୍ରବଳ ପବନ ହେବା ଯୋଗୁଁ ଏକ ତେନ୍ତୁଳି ଗଛ ଭାଙ୍ଗିଯାଇ ଗ୍ରାମର କୁମ୍ବେ ବିଷୋୟୀ!-->…
Read More...
Read More...