ଫାଇନାଲରେ ରେସଲର ରବି କୁମାର, ପକ୍କା କଲେ ରୌପ୍ୟ ପଦକ
ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଗୋଟିଏ ପଦକ ପକ୍କା କରିଛନ୍ତି ଷ୍ଟାର ରେସଲର ରବି କୁମାର ଦାହିୟା । ସେ ଦମଦାର ବିଜୟ ସହ ୫୭ କେଜି ଫ୍ରି ଷ୍ଟାଇଲ ରେସଲିଂର ଫାଇନାଲରେ ପ୍ରବେଶ କରିଛନ୍ତି । ଏବେ ସେ ସ୍ୱର୍ଣ୍ଣ ପଦକ ପାଇଁ ଲଢେଇ କରିବେ । ଯଦି ବି ସେ ହାରି ଯାଆନ୍ତି,!-->…
Read More...
Read More...