ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଉଠିଯିବ: ସ୍ଥାନୀୟ ଲୋକଙ୍କ ଘୋର ବିରୋଧ

ସମ୍ବଲପୁର, ୨୮/୭- ପ୍ରାୟ ଚାଳିଶ ବର୍ଷରୁ ଏଠାରେ ପ୍ରତିଷ୍ଠିତ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଏଠାରୁ ଅନ୍ୟତ୍ର ଉଠିଯିବ ବୋଲି ଜାଣିଲା ପରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଏଠାରେ କଡା ବିରୋଧ କରାଯାଉଛି । ୧୯୮୨ ସମୟରେ ତତ୍କାଳୀନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଲାଲକୃଷ୍ଣ
Read More...

ଭିଜିଲାନ୍ସ ଜାଲରେ ଧନକଉଡ଼ା ବ୍ଲକ ମୁଖ୍ୟ କିରାଣୀ: ଟ୭୮଼.୬୯ଲକ୍ଷରୁ ଊର୍ଦ୍ଧ୍ୱ ସଂପତ୍ତି ଠାବ

ସମ୍ବଲପୁର, ୨୮/୭- ସମ୍ବଲପୁର ନଗର ନିଗମ ପରିସରସ୍ଥିତ ଧନକଉଡ଼ା ବ୍ଲକ କାର୍ଯ୍ୟାଳୟରେ ମୁଖ୍ୟକିରାଣୀ ଦିଲ୍ଲୀପ କୁମାର ଦେବଙ୍କ କାର୍ଯ୍ୟାଳୟ ଓ ସାକ୍ଷୀପଡାସ୍ଥିତ ବାସଭବନ ଉପରେ ଗତକାଲି ଏକାସାଙ୍ଗରେ ଭିଜିଲାନ୍ସ ଚଢ଼ାଉ କରାଯାଇଥିଲା । ଦିନତମାମ ତଦନ୍ତପରେ ବିଳମ୍ବିତ ସନ୍ଧ୍ୟାପର୍ଯ୍ୟନ୍ତ
Read More...

ବୌଦ୍ଧଜିଲ୍ଲା: ଆଜି ୪ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟାହେଲା ୧୨୪୯୦

ବୌଦ୍ଧ,୨୮/୭- ଆଜି ଜିଲ୍ଲାରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂଚନା ଅନୁଯାୟୀ ଆଜି ମଧ୍ୟ କେବଳ କଣ୍ଟମାଳ ବ୍ଲକ ଗୁଡଭେଲିପଦର ପଞ୍ଚାୟତ ଗୁଡଭେଲିପଦର ଗ୍ରାମରୁ
Read More...

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବୋମାଇ

ବାଙ୍ଗାଲୋର : ବିଏସ୍‌ ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବାସବରାଜ ବୋମାଇ ଶପଥ ଗ୍ରହଣ କରିଛନ୍ତି । ବୁଧବାର ସକାଳ ୧୧ ଟାରେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ବାସବରାଜ ବୋମାଇ ଶପଥ ଗ୍ରହଣ କରିଥିଲେ । ସିଏମ୍‌ ଭାବରେ ଶପଥ ଗ୍ରହଣ କରିବାକୁ
Read More...

ଛାତ୍ରଛାତ୍ରୀମାନଙ୍କୁ ମାଗଣା ଶିକ୍ଷାଦାନ:ମହିଳା ଜୀବିକା ସୁରକ୍ଷା ମଞ୍ଚର ଅଭିନବ ପ୍ରୟାସ

ଘୁ.ଉଦୟଗିରି,୨୮/୭- କରୋନା ମହାମାରୀ ପାଇଁ ଦୀର୍ଘ ୧୭ ମାସ ହେବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଉନାହାନ୍ତି । ବିକଳ୍ପ ଶିକ୍ଷା ଭାବେ ସରକାର ଅନଲାଇନ ଓ ୟୁଟ୍ୟୁବ ମାଧ୍ୟମରେ ଶିକ୍ଷା ପ୍ରଦାନ କରୁଅଛନ୍ତି । କିନ୍ତୁ କନ୍ଧମାଳ ଭଳି ଜିଲ୍ଲାରେ
Read More...

କ୍ରୁନାଲଙ୍କ ସଂପର୍କରେ ଆସିଛନ୍ତି ୮ ଭାରତୀୟ ଖେଳାଳି, ବାକି ୨ ମ୍ୟାଚରୁ ବାଦ ପଡିପାରନ୍ତି

ଭାରତର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯେଉଁଥିପାଇଁ ଦ୍ୱିତୀୟ ଟି -୨୦ ଦିନକୁ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ଦ୍ୱିତୀୟ ଟି -୨୦ ମ୍ୟାଚ୍‌ ଆଜି ଖେଳାଯିବ ଏବଂ ତୃତୀୟ ଟି -୨୦ ମ୍ୟାଚ୍‌ କେବଳ ୨୯ ଜୁଲାଇରେ
Read More...

ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶକଙ୍କ ସମୀକ୍ଷା ବୈଠକ

ପାରଳାଖେମୁଣ୍ଡି : ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ଶନିବାର ଓ ରବିବାର ଗଜପତି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେ ପ୍ରଥମେ ରାୟଗଡ ବ୍ଳକ କିନୋଡା ଗ୍ରାମର ସାରଥୀ ଶବରଙ୍କ ଜମିରେ ହୋଇଥିବା କ୍ଷେତ
Read More...

ପ୍ରି-କ୍ୱାର୍ଟର ଫାଇନାଲରେ ପି.ଭି ସିନ୍ଧୁ

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ଭାରତର ତାରକା ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁ ଦମଦାର ପ୍ରଦର୍ଶନ କରିଛନ୍ତି । ଅନ୍ୟ ଏକ ସହଜ ବିଜୟ ସହିତ ପିଭି ସିନ୍ଧୁ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛନ୍ତି । ସିନ୍ଧୁ ହଂକଂ ଖେଳାଳି ୨୧-୯, ୨୧-୧୬ ରେ ପରାସ୍ତ କରିଛନ୍ତି ।
Read More...

ପୁରୀରେ ଫୁଟିଲା ବୋମା, ଦୋକାନ ଉପରେ ବୋମାମାଡ଼

ପୁରୀ : ପୁଣି ଅଶାନ୍ତ ହୋଇ ପଡିଛି ପୁରୀ ସହର। ତିନି ଦିନ ତଳେ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ଗତକାଲି ରାତିରେ ଅଠର ନଳାରେ ଘନ ଘନ ବୋମାମାଡ଼ ହୋଇଛି । ଏକ ଦୋକାନ ଉପରେ 5 ଟି ବୋମାମାଡ଼ କରିଛନ୍ତି କିଛି ଦୁର୍ବୁତ୍ତ। ଯାହାକୁ ସ୍ଥାନୀୟ ଅଞ୍ଚଳରେ ଏବେ ଆତଙ୍କ ଖେଳି ଯାଇ ଥିବା ବେଳେ ପୁରୀ ସଦର
Read More...

ପୁଣି ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା ନିର୍ଦ୍ଦେଶ ଦେଲେ ଫୁଲବାଣୀ ପୌରପରିଷଦକୁ

ଫୁଲବାଣୀ,୨୭/୭- ଫୁଲବାଣୀ ମ୍ୟୁନିସିପାଲିଟି ଅଧିନରେ ଥିବା ଫୁଲବାଣୀ ସହରରେ ଲଗା ଯାଇଥିବା ଲାଇଟ ବିଭିନ୍ନ ମୁଖ୍ୟଛକ ଯଥା ମାଦିକୁନ୍ଦା ଛକ, ଜଗନ୍ନାଥ ମନ୍ଦିର ଛକ , କୋର୍ଟ ଛକ , ପିଅନପଡା , ମେଡିକାଲ,କଲେଜ ଛକ ପାଖରେ, ହୁଣ୍ଡା ସୋରୁମ ପାଖ, ଜଳଛାୟା ଅଫିସ ପାଖ, ପେଞ୍ଜିସାହି ପାଖ,ଷ୍ଟେଟ
Read More...