ଆଶୀର୍ବାଦ ଯୋଜନାର ଅଭିମୁଖୀକରଣ ବୈଠକ

ସୁବର୍ଣ୍ଣପୁର,୨୭/୭ - ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି, ଜିଲ୍ଲାସ୍ତରୀୟ ଟାକ୍ସଫୋର୍ସ (ବାଲ୍ୟ ବିବାହ )ତଥା ଆଶୀର୍ବାଦ ଯୋଜନା ଆଭିମୁଖୀକରଣ ବୈଠକ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଶିଶୁ
Read More...

ଖରିଫ ଧାନ ୨୦୨୧-୨୨ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରଚାର ରଥର ଶୁଭାରମ୍ଭ : ଗାଁ ଗାଁ ବୁଲି ପଞ୍ଜିକରଣ ଉପରେ ସଚେତନ…

ପାରଳାଖେମୁଣ୍ଡି /ଗଜପତି,୨୭/୭- ଜିଲ୍ଲା ଖାଉଟି କଲ୍ୟାଣ ଓ ଯୋଗାଣ ବିଭାଗ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଖରିଫ ଧାନ ୨୦୨୧-୨୨ ସଂଗ୍ରହ ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ପ୍ରଚାର ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ହୋଇଯାଇଛି । ଜିଲ୍ଲାପାଳ
Read More...

ଏଟିଏମରେ ଟଙ୍କା ନଥିବାରୁ ଲୋକେ ହନ୍ତସନ୍ତ

ବୌଦ୍ଧ /ଜହ୍ନାପଙ୍କ,୨୭/୭- ବୌଦ୍ଧବ୍ଲକ ବଲାସିଙ୍ଗା ଆଇଆରବି ଛକରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କର ଏଟିଏମରେ ଆଜି ଟଙ୍କା ନଥିବାରୁ ଏହା ଉପରେ ନିର୍ଭର କରୁଥିବା ଆଇଆରବିର ପୋଲିସ କର୍ମଚାରୀ, ଓଲଣିଆ, ଖରମୁଣ୍ଡା, ଲୁଣ୍ଡାବେରେଣି, ବଲାସିଙ୍ଗା ଆଦି ଅଞ୍ଚଳର ଲୋକମାନେ ଟଙ୍କା ଉଠାଇ ନପାରି ହଇରାଣ
Read More...

ପୁରୀର ମଙ୍ଗଳାନଦୀ ମୁହାଣରେ ମାଛ ମଡକ

ପୁରୀ,୨୭/୭- ପୁରୀର ମଙ୍ଗଳାନଦୀ ମୁହାଣରେ ଅଭାବନୀୟ ଦୃଶ୍ୟ । ହଜାର ହଜାର ସଂଖ୍ୟାରେ ମାଛ ମରି ପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ମଙ୍ଗଳା ନଦୀର ଜଳ ଅତ୍ୟଧିକ ପ୍ରଦ୍ୟୁଷିତ ହେବା ଫଳରେ ମାଛ ମଡକ ଦେଖିବାକୁ ମିଳିଛି । ପୁରୀ ସହରର ବର୍ଜ୍ୟ ଜଳ ସିଧାସଳଖ ମଙ୍ଗଳା ନଦୀରେ ମିଶୁଛି । ଯାହା
Read More...

ହରିଶଙ୍କର ଠାରେ କଣ୍ଟାବାଞ୍ଜି ପ୍ରେସ କ୍ଲବର ବନ୍ଧୁମିଳନ ଏବଂ କାର୍ଗିଲ ବିଜୟ ଦିବସ ପାଳନ

ପାଟଣାଗଡ଼,୨୭/୭ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଐତିହାସିକ ପର୍ଯ୍ୟଟନସ୍ଥଳ ହରିଶଙ୍କର ଠାରେ କଂଟାବାଞ୍ଜି ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଏବଂ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ
Read More...

୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ସହ କାର୍ ଜବତ, ଜଣେ ଗିରଫ

ବାଲିଗୁଡ଼ା,୨୭/୭: ବାଲିଗୁଡ଼ା ପୋଲିସ୍ କୁ ମିଳିିଛି ବଡ ସଫଳତା । ବେଆଇନ୍ ଗଞ୍ଜେଇ ଚୋରାଚାଲାଣ ବେଳେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ । ଡିଏସପି ସ୍ବରାଜ ଦେବତାଙ୍କ ଅଧ୍ୟକ୍ଷତାରେ ପେଟ୍ରୋଲିଂ ଚାଲିଥିବା ସମୟରେ ବାଲିଗୁଡ଼ା ଥାନା କାମ୍ପଡ଼ା ଗ୍ରାମ ନିକଟରେ ଏକ ଗଞ୍ଜେଇ ଭର୍ତ୍ତି ହୁଣ୍ଡାଇ
Read More...

ଭ୍ରାମ୍ୟମାଣ ଗୋ ଚିକିତ୍ସା ସେବା ଓ ଦୂରଭାଷ ପରାମର୍ଶ କେନ୍ଦ୍ର ଶୁଭାରମ୍ଭ

ବଲାଙ୍ଗୀର : ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ୍ କୁମାର ତ୍ରିପାଠୀଙ୍କ ଦ୍ବାରା BKN(ବଲାଙ୍ଗୀର-କଳାହାଣ୍ଡି -ନୂଆପଡା)ଆଞ୍ଚଳିକ ଦୁଗ୍ଧ ସଂଘର ଭ୍ରାମ୍ଯମାଣ ଗୋ-ସେବା ଓ ଗୋ ସେବା ଯତ୍ନ ପାଇଁ ଦୁରଭାଷ ପରାମର୍ଶ ସେବାକେନ୍ଦ୍ର ଶୁଭାରମ୍ଭ
Read More...

୩ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଆରଆଇ

ଫୁଲବାଣୀ,୨୭/୭ -ଆଜି ଜଣେ ଲାଞ୍ଚୁଆ ରେଭିନ୍ୟୂ ଇନିସପେକ୍ଟରଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି । ଗିରଫ ଆର ଆଇ ଜଣକ ହେଲେ ଖଜୁରୀପଡା ତହସିଲ ଅନ୍ତର୍ଗତ ଗୂଦାରୀ ଆରଆଇ ସୁନୀଲ ଡିଗାଲ l ଆରଆଇ ଦିଗାଲ ସେହି ଅଂଚଳର ଜଣେ ଵ୍ୟକ୍ତିଙ୍କ ଜମି ପାର୍ଟିସନ କରିଦେବା ଲାଗି ୩ ହଜ଼ାର ଟଙ୍କା ଲାଞ୍ଚ
Read More...