ବଜାରରେ ବୁଲୁଛି ନକଲି କୋଭିିସିଲ୍ଡ ଟିକା
ନୂଆଦିଲ୍ଲୀ : ବଜାରରେ ନକଲି କୋଭିସିଲ୍ଡ ଟିକା ଘୁରି ବୁଲୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ଏଥିନେଇ ସତର୍କ କରାଇଛି । ଡବ୍ଲ୍ୟୁଏଚ୍ଓ ପକ୍ଷରୁ କୁହାଯାଇଛି କି ଭାରତ ଓ ଉଗାଣ୍ଡାରେ କିଛି ପରିମାଣର ଏହି ନକଲି ଟିକା ଜବତ କରାଯାଇଛି । ଜୁଲାଇ ଓ ଅଗଷ୍ଟ ମାସରେ କେତେକ ସ୍ଥାନରୁ!-->…
Read More...
Read More...