ମହିଳାଙ୍କଠାରୁ ୧୦ ଲକ୍ଷ ଲୁଟିନେଲେ ଲୁଟେରା
ଭୁବନେଶ୍ୱର : ସ୍ଥାନୀୟ ଜୟଦେବ ବିହାର ଛକରେ ଜଣେ ବୟସ୍କା ମହିଳାଙ୍କ ଠାରୁ ଲୁଟେରାମାନେ ଭ୍ୟାନିଟ୍ ଝାମ୍ପି ନେଇଥିବା ଜଣାପଡିଛି । ମହିଳା ଜଣକ ପିଲାଙ୍କ ଆଡମିସନ ପାଇଁ ପଇସା ଡିପୋଜିଟ କରିବାକୁ ବ୍ୟାଙ୍କ ଯାଉଥିଲେ । ବ୍ୟାଗରେ ୧୦ ଲକ୍ଷ ଟଙ୍କା ଥିବା ସୂଚନା ମିଳିଛି । ମହିଳା ଜଣଙ୍କ!-->…
Read More...
Read More...