ବୌଦ୍ଧଜିଲ୍ଲା ପ୍ରଶାସନ ପକ୍ଷରୁ ରାଜୀବଗାନ୍ଧୀଙ୍କ ଜୟନ୍ତୀ ‘ସଦଭାବନା ଦିବସ’ ଉପଲକ୍ଷେ ଶପଥ ପାଠ
ବୌଦ୍ଧ,୧୯/୮ - ଆସନ୍ତାକାଲି ମହରମ ଛୁଟି ପଡୁଥିବାରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବଗାନ୍ଧୀଙ୍କ ଜନ୍ମଜୟନ୍ତୀ ତଥା ସଦଭାବନା ଦିବସ ଉପଲକ୍ଷେ ଏକ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା!-->…
Read More...
Read More...