ଆଜି ଶ୍ରାବଣ ପ୍ରଥମ ସୋମବାର : ଭଗବାନ ଶିବଙ୍କୁ ଏହିଭଳି ପୂଜା କରନ୍ତୁ, ପୂରଣ ହେବ ସବୁ ଇଚ୍ଛା

ଭଗବାନ ଶିବଙ୍କ ଆଶୀର୍ବାଦ ପାଇବା ପାଇଁ ଶ୍ରାବଣ ମାସ ସବୁଠାରୁ ଶୁଭ ମାସ ବୋଲି ବିବେଚନା କରାଯାଏ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଶ୍ରାବଣ ମାସ ଆଷାଢ ମାସ ପରେ ଆସିଥାଏ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଏହା ଜୁଲାଇ ୨୪, ୨୦୨୧ ରେ ଶେଷ ହୋଇଛି । ଯାହା ପରେ ଜୁଲାଇ ୨୫ ରୁ ଶ୍ରାବଣ ମାସ ଆରମ୍ଭ
Read More...

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କାମପଡ଼ା ଗ୍ରାମର ଡପାସାହିରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଉକ୍ତ ଗ୍ରାମର ଜାନିରା ଦିଗାଲଙ୍କ ସ୍ତ୍ରୀ ସୁମନ୍ତି ଦିଗାଲ (୪୮) ନିଜ ବିଲରେ ଧାନ ତଳି ଲଗାଇବା ପରେ ଘରେ ଆସି ଖାଇଥିଲେ । ଖାଇ ସାରିବା ପରେ ବାରିପଟେ କଂସା ବାସନ ମାଜିବା ବେଳକୁ
Read More...

ପୁଣି ୬୨ ଜୀବନ ନେଲା କରୋନା, ଚିହ୍ନଟ ହେଲେ ୧୬୩୭ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୬୩୭ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌
Read More...

୧୫ଦିନ ହେଲା ଅନ୍ଧାରରେ ସାକ୍ଷୀଗୋପାଳର ପଞ୍ଚସଖା ସ୍ମୃତିପାଠାଗାର

ପୁରୀ,୨୫/୭- ଅନ୍ଧାରରେ ସାକ୍ଷୀଗୋପାଳର ପଞ୍ଚସଖା ସ୍ମୃତି ପାଠାଗାର । ଐତିହାସିକ ବକୁଳବନ ସମ୍ମୁଖରେ ଥିବା ଏହି ପାଠାଗାରରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଛି ବିଦ୍ୟୁତ ବିଭାଗ । ପ୍ରାୟ ୧୫ ଦିନ ହେବ ଅନ୍ଧାରରେ ରହିଛି ଏହି ପାଠାଗାର । ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଦାୟିତ୍ୱରେ ଅନେକ
Read More...

ଫ୍ରେଣ୍ଡସିପ କ୍ଲବ୍‌ ବୌଦ୍ଧର ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ

ବୌଦ୍ଧ,୨୫/୭- ଫ୍ରେଣ୍ଡସିପ କ୍ଲବ ବୌଦ୍ଧର ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦୨୦ -୨୧ ବର୍ଷରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ ହାତକୁ ନେବାପାଇଁ ନିଷ୍ପତ୍ତି ନିଆଯାଇଛି ଯଥା ପ୍ରାଥମିକ
Read More...

ଟୋକିଓ ଅଲିମ୍ପିକ୍ସ : ଅଷ୍ଟ୍ରେଲିଆଠାରୁ ୭-୧ ଗୋଲରେ ହାରିଲା ଭାରତ

ଟୋକିଓ : ଟୋକିଓ ଅଲିମ୍ପିକ୍ସର ତୃତୀୟ ଦିନରେ ଭାରତ ପୁରୁଷ ହକି ଦଳ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି । ଟୋକିଓ ଅଲିମ୍ପିକ୍ସରେ ଦ୍ୱିତୀୟ ଗ୍ରୁପ୍‌ ମ୍ୟାଚ୍‌ ରେ ଭାରତୀୟ ପୁରୁଷ ହକି ଦଳ ଅଷ୍ଟ୍ରେଲିଆଠାରୁୁ ୭-୧ରେ ହାରିଯାଇଛଇ । ସମଗ୍ର ମ୍ୟାଚ୍‌ରେ ଭାରତ ଦଳ ପ୍ରଭାବହୀନ ପ୍ରଦର୍ଶନ କରିଥିଲା
Read More...

ଭିମସାରରେ ଏକମୋ ମେସିନ ସ୍ଥାପନ ପାଇଁ ଦାବି

ସମ୍ବଲପୁର;ବର୍ତ୍ତମାନ କରୋନା ସଂକ୍ରମିତ ରୋଗୀଙ୍କ ଉଚ୍ଚ ଚିକିତ୍ସା ପାଇଁ ଏକମୋ (ଇସିଏମଓ) ମେସିନ ଅନେକାଂଶରେ ଦରକାର ପଡୁଛି । ବିଗତ ଦିନରେ କିଛି ରୋଗୀଙ୍କୁ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ନେଲାପରେ ଏହାର ଆବଶ୍ୟକତା ଅନୁଭବ କରି ରାଜ୍ୟ ସରକାର ଏହା ଭୁବନେଶ୍ୱରରେ ଉପଲବ୍ଧ କରାଇବା ସହ
Read More...